ଉପଖଣ୍ଡ ସ୍ତରିୟ ୯୧ତମ ଉତ୍କଳ ଦିବସ ପାଳିତ କରଞ୍ଜିଆ=, ଆଜି ପଞ୍ଚାପିଢ଼ ଉପଖଣ୍ଡ ସଦର ମହକୁମା କରଞ୍ଜିଆ ଠାରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୯୧ତମ ଉତ୍କଳ ଦିବସ ପାଳିତ ହେଇଯାଇଛି । ବିଭାଗ ପକ୍ଷରୁ ସକାଳୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ରେ ସହର ପରିକ୍ରମା ପରେ ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପି ଏ ଆଇ ଟି ଡି ଏ ଚିତ୍ତ ରଞ୍ଜନ ମହାନ୍ତ,ସହକାରୀ ଜିଲ୍ଲାପାଳ କିରଣ କୁମାର ପ୍ରଧାନ, ବେଦବ୍ୟାସ ଭୋଇ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିସ୍କ, ଓକିଲ ସଂଘ ସଭାପତି ବିଶ୍ବଜିତ ଚୌଧୁରୀ, ପ୍ରେସ କ୍ଳବ୍ ସଂପାଦକ କର୍ଣାର୍ଜୁନ ସାହା, ସାମ୍ବାଦିକ ବିନ୍ଦୁ ସାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହାରାଜ ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେଓ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଜାତିର ଜନକ ମହାତ୍ମା ଗାନ୍ଧି, ସଂବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ କୁ ସୂଚନା କେନ୍ଦ୍ର ଓ ପାଠ। ଗାର ଗ୍ରନ୍ଥ। ଗାରିକ ଅରୁଣ କୁମାର ପାଣିଗ୍ରାହୀ ପରିଚାଳନ। କରିଥିବା ବେଲେ ମଧୁସୂଦନ ନାଏକ ସହଯୋଗ କରିଥିଲେ। ପରେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ବିସ୍କୁଟ ବଣ୍ଟନ କରଯାଇଥିଲା।

- କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।1
- ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। #OdishaNews_PaddyProcurement #KrushnaChandraPatra_Odisha1
- #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 29.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।1
- Post by NEWS7ODIA1
- Major Road Accident at Naupal: Five Critically Injured in Ambulance–Pickup Collision Suspected Drunk Driving Leads to Head-On Crash on State Highway–19 📍 Udala, Mayurbhanj | April 1 | By Rajib Kumar Behera A serious road accident occurred near Naupal on the Udala–Baripada main road (State Highway–19) in Mayurbhanj district on Tuesday, leaving five persons critically injured. The accident is suspected to have been caused by reckless driving by a pickup van driver allegedly under the influence of alcohol. According to reports, a 108 ambulance carrying a patient to Baripada collided head-on with a speeding pickup vehicle. The impact of the crash was extremely severe, leaving both vehicles badly damaged and creating a chaotic scene at the spot. The injured include ambulance driver SK Ahmed, pharmacist Bhabani Shankar Jena, the patient, and the patient’s attendants. The patient is reported to be in critical condition after sustaining a serious head injury. Local residents alleged that the pickup driver was intoxicated at the time of the accident, which is believed to be the primary cause. Immediately after the incident, locals rushed to the scene, rescued the injured, and informed the police. All the injured were shifted to Baripada hospital in critical condition. Traffic on the busy route was disrupted for some time following the accident, as a large number of people gathered at the spot. Police have reached the scene and an investigation into the incident is currently underway. ⚠️ Public Advisory Driving under the influence of alcohol is not only a violation of law but also a serious threat to human life. Such negligence can endanger innocent lives. Locals have demanded strict enforcement, including checking drives and speed control measures, to prevent such accidents in the future. If you want, 👍3