logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ପ୍ରଦେଶର ଲୋକପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ଜିଲ୍ଲାର ନେତୃମଣ୍ଡଳୀ ମାନଙ୍କ ସହିତ ସାକ୍ଷାତ କଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ,କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା

2 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
2 hrs ago

ଓଡ଼ିଶା ପ୍ରଦେଶର ଲୋକପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ଜିଲ୍ଲାର ନେତୃମଣ୍ଡଳୀ ମାନଙ୍କ ସହିତ ସାକ୍ଷାତ କଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ,କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା

More news from ଓଡ଼ିଶା and nearby areas
  • କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପୌରାଣିକ ନାଟକ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନକୁ ଛୁଇଁଲେ
    1
    କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପୌରାଣିକ ନାଟକ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନକୁ ଛୁଇଁଲେ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    4 hrs ago
  • ଆଜି ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ବିଜେପି ସରକାର ଶାସନକାଳରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଚୋରି, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ,ଚାଷୀ ମାରଣ ନୀତି ଓ ଧାନ କିଣାରେ ଚରମ ଅନିୟମିତତା ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।ଏହି ଆନ୍ଦୋଳନରେ,ବିଜେଡିର ବହୁ ନେତା କର୍ମୀ ସାମିଲ ହୋଇ ଚାଷୀ ଶ୍ରମିକ ଓ ସାଧାରଣ ଜନତାଙ୍କ ସ୍ୱରକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ- ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
    1
    ଆଜି ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ବିଜେପି ସରକାର ଶାସନକାଳରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଚୋରି, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ,ଚାଷୀ ମାରଣ ନୀତି ଓ ଧାନ କିଣାରେ ଚରମ ଅନିୟମିତତା ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।ଏହି ଆନ୍ଦୋଳନରେ,ବିଜେଡିର ବହୁ ନେତା କର୍ମୀ ସାମିଲ ହୋଇ ଚାଷୀ ଶ୍ରମିକ ଓ ସାଧାରଣ ଜନତାଙ୍କ ସ୍ୱରକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ- ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ତିହିଡି: ତିହିଡି ମହୋତ୍ସବରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟା ଗାୟିକା ଶୈଳଭାମା ମହାପାତ୍ରଙ୍କ ଉପସ୍ଥିତି ମହୋତ୍ସବକୁ ନୂଆ ଉଚ୍ଚତା ଦେଇଥିଲା। ତାଙ୍କ ସୁମଧୁର ଓ ମନୋହର କଣ୍ଠସ୍ୱରରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଯାଇଥିଲା।
    1
    ତିହିଡି: ତିହିଡି ମହୋତ୍ସବରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟା ଗାୟିକା ଶୈଳଭାମା ମହାପାତ୍ରଙ୍କ ଉପସ୍ଥିତି ମହୋତ୍ସବକୁ ନୂଆ ଉଚ୍ଚତା ଦେଇଥିଲା। ତାଙ୍କ ସୁମଧୁର ଓ ମନୋହର କଣ୍ଠସ୍ୱରରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଯାଇଥିଲା।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    26 min ago
  • ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।
    1
    ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
    1
    ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
    user_ଭଣ୍ଡାରିପୋଖରୀ ଖବର
    ଭଣ୍ଡାରିପୋଖରୀ ଖବର
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    5 hrs ago
  • ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।
    1
    ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ଗରଦପୁର ଠାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଲା ଗରଦପୁର ଯୁବ ମହୋତ୍ସବ..
    1
    କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ଗରଦପୁର ଠାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଲା ଗରଦପୁର ଯୁବ ମହୋତ୍ସବ..
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    12 hrs ago
  • ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।
    1
    ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.