Shuru
Apke Nagar Ki App…
ତିହିଡି ମହୋତ୍ସବରେ ଶୈଳଭାମା ମହାପାତ୍ରଙ୍କ ସୁମଧୁର କଣ୍ଠସ୍ୱର, ଦର୍ଶକ ହେଲେ ମନ୍ତ୍ରମୁଗ୍ଧ ତିହିଡି: ତିହିଡି ମହୋତ୍ସବରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟା ଗାୟିକା ଶୈଳଭାମା ମହାପାତ୍ରଙ୍କ ଉପସ୍ଥିତି ମହୋତ୍ସବକୁ ନୂଆ ଉଚ୍ଚତା ଦେଇଥିଲା। ତାଙ୍କ ସୁମଧୁର ଓ ମନୋହର କଣ୍ଠସ୍ୱରରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଯାଇଥିଲା।
Paritran times
ତିହିଡି ମହୋତ୍ସବରେ ଶୈଳଭାମା ମହାପାତ୍ରଙ୍କ ସୁମଧୁର କଣ୍ଠସ୍ୱର, ଦର୍ଶକ ହେଲେ ମନ୍ତ୍ରମୁଗ୍ଧ ତିହିଡି: ତିହିଡି ମହୋତ୍ସବରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟା ଗାୟିକା ଶୈଳଭାମା ମହାପାତ୍ରଙ୍କ ଉପସ୍ଥିତି ମହୋତ୍ସବକୁ ନୂଆ ଉଚ୍ଚତା ଦେଇଥିଲା। ତାଙ୍କ ସୁମଧୁର ଓ ମନୋହର କଣ୍ଠସ୍ୱରରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଯାଇଥିଲା।
More news from ଓଡ଼ିଶା and nearby areas
- ତିହିଡି: ତିହିଡି ମହୋତ୍ସବରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟା ଗାୟିକା ଶୈଳଭାମା ମହାପାତ୍ରଙ୍କ ଉପସ୍ଥିତି ମହୋତ୍ସବକୁ ନୂଆ ଉଚ୍ଚତା ଦେଇଥିଲା। ତାଙ୍କ ସୁମଧୁର ଓ ମନୋହର କଣ୍ଠସ୍ୱରରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଯାଇଥିଲା।1
- ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l1
- ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।1
- ରାଜ୍ୟ ସରକାରଙ୍କ ବିରୋଧରେ ଯାଜପୁର ବିଜୁ ଜନତା ଦଳର ରଣହୁଙ୍କାର।ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ଯାଜପୁର ବିଜେଡିର ବିକ୍ଷୋଭ ଓ ପ୍ରତିବାଦ। ଏ ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।1
- ଚାଷୀ ମାରଣା ନୀତି ଏବଂ ବ୍ୟାପକ ଲଘୁ ଖଣିଜ ସମ୍ପଦ ଲୁଟ ପ୍ରତିବାଦ ରେ ବିକ୍ଷୋଭ ଏବଂ ପ୍ରତିବାଦ, ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କରାଯାଇଛି ।1
- ଅଙ୍ଗନବାଡ଼ିରେ ଛୁଆଁ ଅଛୁଆଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ୮୧ଦିନ ହେଲା ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା । ଅନୁସୂଚିତ ଜାତିର ଯୁବତୀଙ୍କୁ ନିଯୁକ୍ତି ପରେ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ। ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ।1
- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ୫୮ କୋଟି ଟଙ୍କାର ସବ୍ଡିଭିଜନ୍ ହସ୍ପିଟାଲ ର କ୍ଵାଟର୍ସ ନିର୍ମାଣ ର ଶୁଭ ଶିଳାନ୍ୟାସ1
- ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l ଏମିତି ଅଭିଯୋଗ ଆଣିଛନ୍ତି ଅଟୋ ଚାଳକ l1