Shuru
Apke Nagar Ki App…
ଅଙ୍ଗନବାଡ଼ିରେ ଛୁଆଁ ଅଛୁଆଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ୮୧ଦିନ ହେଲା ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା । ଅନୁସୂଚିତ ଜାତିର ଯୁବତୀଙ୍କୁ ନିଯୁକ୍ତି ପରେ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ। ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ।
Prafulla Kumar Malla
ଅଙ୍ଗନବାଡ଼ିରେ ଛୁଆଁ ଅଛୁଆଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ୮୧ଦିନ ହେଲା ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା । ଅନୁସୂଚିତ ଜାତିର ଯୁବତୀଙ୍କୁ ନିଯୁକ୍ତି ପରେ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ। ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ।
More news from ଓଡ଼ିଶା and nearby areas
- ଅଙ୍ଗନବାଡ଼ିରେ ଛୁଆଁ ଅଛୁଆଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ୮୧ଦିନ ହେଲା ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା । ଅନୁସୂଚିତ ଜାତିର ଯୁବତୀଙ୍କୁ ନିଯୁକ୍ତି ପରେ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ। ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ।1
- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ୫୮ କୋଟି ଟଙ୍କାର ସବ୍ଡିଭିଜନ୍ ହସ୍ପିଟାଲ ର କ୍ଵାଟର୍ସ ନିର୍ମାଣ ର ଶୁଭ ଶିଳାନ୍ୟାସ1
- ପାରାଦୀପ ରେ ସମସ୍ତ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରାରେ ସାମିଲ,କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ବିଶେଷ କରି ଦୋକାନ ବଜାର, ସ୍କୁଲ କଲେଜ, କଳକାରଖାନା, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟ , ଏପରିକି ବସ ଚଳାଚଳ ଉପରେ ବି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି..1
- କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ1
- ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି1
- ଯାଜପୁର ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ, ନେତା, ବିଧାୟକ ଓ ବିଧାୟିକା ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ସହ ଉପ- ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା1
- ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।1
- ଓଡ଼ିଶା ପ୍ରଦେଶର ଲୋକପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ଜିଲ୍ଲାର ନେତୃମଣ୍ଡଳୀ ମାନଙ୍କ ସହିତ ସାକ୍ଷାତ କଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ,କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା1