logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାରାଦୀପ ରେ ଭାରତବନ୍ଦ ର ପ୍ରଭାବ ଜୋରଦାର ହେବ.. ପାରାଦୀପ ରେ ସମସ୍ତ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରାରେ ସାମିଲ,କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ବିଶେଷ କରି ଦୋକାନ ବଜାର, ସ୍କୁଲ କଲେଜ, କଳକାରଖାନା, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟ , ଏପରିକି ବସ ଚଳାଚଳ ଉପରେ ବି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି..

2 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
2 hrs ago

ପାରାଦୀପ ରେ ଭାରତବନ୍ଦ ର ପ୍ରଭାବ ଜୋରଦାର ହେବ.. ପାରାଦୀପ ରେ ସମସ୍ତ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରାରେ ସାମିଲ,କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ବିଶେଷ କରି ଦୋକାନ ବଜାର, ସ୍କୁଲ କଲେଜ, କଳକାରଖାନା, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟ , ଏପରିକି ବସ ଚଳାଚଳ ଉପରେ ବି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି..

More news from ଓଡ଼ିଶା and nearby areas
  • ପାରାଦୀପ ରେ ସମସ୍ତ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରାରେ ସାମିଲ,କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ବିଶେଷ କରି ଦୋକାନ ବଜାର, ସ୍କୁଲ କଲେଜ, କଳକାରଖାନା, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟ , ଏପରିକି ବସ ଚଳାଚଳ ଉପରେ ବି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି..
    1
    ପାରାଦୀପ ରେ ସମସ୍ତ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରାରେ ସାମିଲ,କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ବିଶେଷ କରି ଦୋକାନ ବଜାର, ସ୍କୁଲ କଲେଜ, କଳକାରଖାନା, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟ , ଏପରିକି ବସ ଚଳାଚଳ ଉପରେ ବି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି..
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    2 hrs ago
  • ଅଙ୍ଗନବାଡ଼ିରେ ଛୁଆଁ ଅଛୁଆଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ୮୧ଦିନ ହେଲା ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା । ଅନୁସୂଚିତ ଜାତିର ଯୁବତୀଙ୍କୁ ନିଯୁକ୍ତି ପରେ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ। ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ।
    1
    ଅଙ୍ଗନବାଡ଼ିରେ ଛୁଆଁ ଅଛୁଆଁ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ୮୧ଦିନ ହେଲା ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା । ଅନୁସୂଚିତ ଜାତିର ଯୁବତୀଙ୍କୁ ନିଯୁକ୍ତି ପରେ ଅଙ୍ଗନବାଡି କେନ୍ଦ୍ରରେ  ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ। ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ୫୮ କୋଟି ଟଙ୍କାର ସବ୍‌ଡିଭିଜନ୍ ହସ୍ପିଟାଲ ର କ୍ଵାଟର୍ସ ନିର୍ମାଣ ର ଶୁଭ ଶିଳାନ୍ୟାସ
    1
    କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ୫୮ କୋଟି ଟଙ୍କାର  ସବ୍‌ଡିଭିଜନ୍ ହସ୍ପିଟାଲ ର କ୍ଵାଟର୍ସ ନିର୍ମାଣ ର ଶୁଭ ଶିଳାନ୍ୟାସ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 hrs ago
  • କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ
    1
    କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    4 hrs ago
  • ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି
    1
    ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    4 hrs ago
  • ଯାଜପୁର ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ, ନେତା, ବିଧାୟକ ଓ ବିଧାୟିକା ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ସହ ଉପ- ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା
    1
    ଯାଜପୁର ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ, ନେତା, ବିଧାୟକ ଓ ବିଧାୟିକା ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ସହ ଉପ- ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    22 min ago
  • ଓଡ଼ିଶା ପ୍ରଦେଶର ଲୋକପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ଜିଲ୍ଲାର ନେତୃମଣ୍ଡଳୀ ମାନଙ୍କ ସହିତ ସାକ୍ଷାତ କଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ,କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା
    1
    ଓଡ଼ିଶା ପ୍ରଦେଶର ଲୋକପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ଜିଲ୍ଲାର ନେତୃମଣ୍ଡଳୀ ମାନଙ୍କ ସହିତ ସାକ୍ଷାତ କଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ,କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.