ରଜିଆ ଗ୍ରାମରେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା ଆଜିର ମୁଖ୍ୟ ଖବର ଆସୁଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ଗ୍ରାମରୁ, ଯେଉଁଠାରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ସୂଚନା ଅନୁସାରେ, ଗୋଲାପ ଗିରି ନାମକ ପ୍ରାୟ ୫୦ ବର୍ଷୀୟା ଜଣେ ମହିଳା ଗତ ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଘରକୁ ପସି ତାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ରଜିଆ ଗ୍ରାମ ସହ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଖେଳିଯାଇଛି। ଗ୍ରାମବାସୀଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଛି। ବର୍ଷା ଋତୁ ଆରମ୍ଭ ହେବା ସହ ସାପ ଘରଭିତରକୁ ପସିବା ଘଟଣା ବଢ଼ୁଥିବାରୁ ସମସ୍ତଙ୍କୁ ରାତିରେ ଶୋଇବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘର ଚାରିପାଖ ସଫା ରଖିବା ସହ ଅନ୍ଧାର ସ୍ଥାନରେ ଯିବା ପୂର୍ବରୁ ଟର୍ଚ୍ଚ ବ୍ୟବହାର କରିବାକୁ କୁହାଯାଇଛି।
ରଜିଆ ଗ୍ରାମରେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା ଆଜିର ମୁଖ୍ୟ ଖବର ଆସୁଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ଗ୍ରାମରୁ, ଯେଉଁଠାରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ସୂଚନା ଅନୁସାରେ, ଗୋଲାପ ଗିରି ନାମକ ପ୍ରାୟ ୫୦ ବର୍ଷୀୟା ଜଣେ ମହିଳା ଗତ
ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଘରକୁ ପସି ତାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ରଜିଆ ଗ୍ରାମ ସହ ସମଗ୍ର ଅଞ୍ଚଳରେ
ଶୋକର ପରିବେଶ ଖେଳିଯାଇଛି। ଗ୍ରାମବାସୀଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଛି। ବର୍ଷା ଋତୁ ଆରମ୍ଭ ହେବା ସହ ସାପ ଘରଭିତରକୁ ପସିବା ଘଟଣା ବଢ଼ୁଥିବାରୁ ସମସ୍ତଙ୍କୁ ରାତିରେ ଶୋଇବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘର ଚାରିପାଖ ସଫା ରଖିବା ସହ ଅନ୍ଧାର ସ୍ଥାନରେ ଯିବା ପୂର୍ବରୁ ଟର୍ଚ୍ଚ ବ୍ୟବହାର କରିବାକୁ କୁହାଯାଇଛି।
- ରଜିଆ ଗ୍ରାମରେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା ଆଜିର ମୁଖ୍ୟ ଖବର ଆସୁଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ଗ୍ରାମରୁ, ଯେଉଁଠାରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ସୂଚନା ଅନୁସାରେ, ଗୋଲାପ ଗିରି ନାମକ ପ୍ରାୟ ୫୦ ବର୍ଷୀୟା ଜଣେ ମହିଳା ଗତ ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଘରକୁ ପସି ତାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ରଜିଆ ଗ୍ରାମ ସହ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଖେଳିଯାଇଛି। ଗ୍ରାମବାସୀଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଛି। ବର୍ଷା ଋତୁ ଆରମ୍ଭ ହେବା ସହ ସାପ ଘରଭିତରକୁ ପସିବା ଘଟଣା ବଢ଼ୁଥିବାରୁ ସମସ୍ତଙ୍କୁ ରାତିରେ ଶୋଇବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘର ଚାରିପାଖ ସଫା ରଖିବା ସହ ଅନ୍ଧାର ସ୍ଥାନରେ ଯିବା ପୂର୍ବରୁ ଟର୍ଚ୍ଚ ବ୍ୟବହାର କରିବାକୁ କୁହାଯାଇଛି।3
- odisha CM. and MLA. donoko saath me dekhne ko mila (hai Keonjhar odisha) क्योंझर जिला के एमएलए सनातन महापुर और उड़ीसा के सीएम मोहन चारण माझी दोनों एक साथ नजर आए अब उड़ीसा में खासकर क्योझर डिस्टिक जो खुद ही कम का जो घर है वह भी कौन सा जिला के अंदर आता है अब लगता है कि उड़ीसा में बहुत कुछ बदलने वाला है बस यही उम्मीद कर सकते हैं बाकी काम करने से अधिक जरूर जाएगा चंपा से ममर खान का रिपोर्ट1
- ସଚଳ ହେଲା ଟ୍ରାନ୍ସଫର୍ମର କେନ୍ଦୁଝର:ଗଭୀର ନଳକୁଅ ଙ୍କୁ ସଂଯୋଗୀ ବିଦ୍ୟୁତ୍ ସବଷ୍ଟେସନରୁ ତାରଛିଣ୍ତି ଟ୍ରାନ୍ସଫର୍ମର ଅଚଳ ସମ୍ବାଦରେ ଖବର ପ୍ରକାଶ ପରେ ବିଦ୍ୟୁତ୍ ବିଭାଗ ଏହାକୁ ମରାମତି କରିଛି।ସେନେଇ ସମାଜିକ ଗଣମାଧ୍ୟମ 'ଏକ୍ସ'ରେ ମୁଖ୍ୟମନ୍ତ୍ରୀ ସମେତ ବିଦ୍ୟୁତ୍ ବିଭାଗକୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯାଇଛି।ସମ୍ବାଦର ଏହି ଉଦ୍ୟମକୁ କୁଶଧର ପାତ୍ର,ଇଶ୍ବର ମୁଣ୍ତା,ରୟାଧର ମାଝୀ ସମେତ ଚାଷୀଗଣ ସାଧୁବାଦ ଜଣାଇଛନ୍ତି।1
- "କାଳବୈଶାଖୀ ମାରିଲା ଶକ୍ତ ଧକ୍କା: ଗୁହାଳ ଘର ଭାଙ୍ଗି ଚୁରମାର୍, ସରକାରୀ ସାହାଯ୍ୟ ଅପେକ୍ଷାରେ ଅସହାୟ ବିଧବା ମହିଳା।" "କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତ କାଣିପୋସି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ହୋଇଥିବା କାଳବୈଶାଖୀ ଓ ଲଗାଣ ବର୍ଷା ଯୋଗୁଁ ଗ୍ରାମର ଡାଳିମ୍ବ ମହାନ୍ତଙ୍କ ଗୁହାଳ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ସ୍ୱାମୀଙ୍କୁ ହୃଦଘାତରେ ହରାଇବା ପରେ ଡାଳିମ୍ବ ନିଜ ୨୦ ବର୍ଷର ପୁଅ କୈଳାସଙ୍କ ସହ ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ପୁଅ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ଏହି ପ୍ରାକୃତିକ ବିପର୍ଯ୍ୟୟ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି। ଦୁଃଖର ବିଷୟ ଏହି କି ଯେ, ଏହି ଗରିବ ପରିବାରକୁ ଏପର୍ଯ୍ୟନ୍ତ ସରକାରଙ୍କ 'ସିଏମ କିସାନ' କିମ୍ବା 'ପିଏମ କିସାନ' ଭଳି କୌଣସି ଯୋଜନାର ସୁଫଳ ମିଳିପାରି ନାହିଁ। ବାସହୀନ ଓ ସମ୍ବଳହୀନ ଅବସ୍ଥାରେ ଥିବା ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।"2
- କେନ୍ଦୁଝର ସଦରର ଶଙ୍କିରରେ ଗାୟକ ନଟରାଜ ମଧୁସୂଦନ ପତି ଓ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତଙ୍କ ମଧ୍ୟରେ ଏକ ଲୋମ ଟାଙ୍କୁରା ପାଲା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ଆକର୍ଷଣୀୟ ଯୁଦ୍ଧ ଦେଖିବାକୁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା।1
- ମୟୂରଭଞ୍ଜର ବାହାଲଦା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିବା ଜ୍ୱାଇଁଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ ନିର୍ଧୁମ ମାଡ଼ ମାରିଛନ୍ତି। ଜ୍ୱାଇଁ ଜଣକ ପ୍ରଥମ ପତ୍ନୀଙ୍କ ଘରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।2
- ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଦେବାକୁଣ୍ଡ ଜଳ ପ୍ରପାତ ର ଦୃଶ୍ୟ1
- ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ କେନ୍ଦୁଝର:ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ଛଟେଇ ବିରୋଧରେ ତେଜିଛି ଆନ୍ଦୋଳନ।ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନ ରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକ ମାନଙ୍କ ମହଲରେ ଏକ ଆନ୍ଦୋଳନ ତେଜି ଉଠିଛିI ଯାହାର ପ୍ରତି ଫଳନ ସ୍ୱରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା।ଆଜି ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତ କୁ କମାଇ ପାରିଛନ୍ତି।ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦ ହଜାର ରୁ ୧୫ହାଜର ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀ ଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି।ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି ଟିପି ଏନ୍ ଓ ଡି ଏଲ୍ ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଅଛି।ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନକରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ସୂଚନା ପ୍ରଦାନ କରିଛି।ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ।ତେଣୁ ଆପଣମାନଙ୍କ ଜରିଆରେ ଆମ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବାକୁ ଚାହୁଁଛୁ କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ପୂର୍ବକ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଦାବି ହୋଇଛି।3