logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*କରଞ୍ଜିଆ ରେ ବରିଷ୍ଠ* *ନାଗରିକଙ୍କ ଉତ୍କଳ* *ଦିବସ ପାଳନ* କରଞ୍ଜିଆ - ୧ ଅପ୍ରେଲ କରଞ୍ଜିଆ ରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସଭାନେତ୍ରୀ ସବିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ସର୍ବ ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ର ପୂର୍ବତନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ, ଧୂପ ଉପସ୍ଥିତ ସମସ୍ତ ସଭ୍ୟମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଉପସ୍ଥିତ ମହିଳା ବରିଷ୍ଠ ନାଗରିକ ଅନିତା ବେହେରା, ଯୋଶୋଦା ବେହେରା,ସତ୍ୟଭାମା ମହାନ୍ତ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ଥିଲା ।ମୁଖ୍ୟ ଅତିଥି ଡ଼ା: ଜନାର୍ଦ୍ଦନ ଚୌଧୁରୀ,ଓ ସଂଘର କାର୍ଯ୍ୟକାରୀ ସଭାପତି ମନମୋହନ ମହାନ୍ତ, ସମ୍ମାନୀୟ ଅତିଥି ଏବଂ ଓଡ଼ିଆ ଭାଷା ଗବେଷକ ଭରତ ଚନ୍ଦ୍ର ଦାଶ,ମୁଖ୍ୟ ବକ୍ତା ଭାବେ କବି ଇଂ ତ୍ରିଲୋଚନ ସେଠୀ ଯୋଗ ଦେଇ ଉତ୍କଳ ଦିବସ ପାଳନ ଅବସରରେ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ତ୍ରିପାଠୀ, ହରେକୃଷ୍ଣ ମହାନ୍ତ,ଘନଶ୍ୟାମ ବାରିକ,ଜନାର୍ଦ୍ଦନ ମହାନ୍ତ,ଅଜିତ କୁମାର ମିଶ୍ର, ଗୌରୀ ଶଙ୍କର ସିହ୍ନା,ଚକ୍ରଧର ସାହା,ସେଖ ସୁଲୁ ଆଦି ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ସର୍ବେଶ୍ଵର ମିଶ୍ର, ଆଜିକାର ସଭା ରେ ବହୁ ସଂଖ୍ୟାରେ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିବା ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

3 hrs ago
user_Jitendra raj
Jitendra raj
କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
3 hrs ago
8da114f8-f241-455c-aa52-2e535e2435d4

*କରଞ୍ଜିଆ ରେ ବରିଷ୍ଠ* *ନାଗରିକଙ୍କ ଉତ୍କଳ* *ଦିବସ ପାଳନ* କରଞ୍ଜିଆ - ୧ ଅପ୍ରେଲ କରଞ୍ଜିଆ ରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସଭାନେତ୍ରୀ ସବିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ସର୍ବ ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ର ପୂର୍ବତନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ, ଧୂପ ଉପସ୍ଥିତ ସମସ୍ତ ସଭ୍ୟମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଉପସ୍ଥିତ ମହିଳା ବରିଷ୍ଠ ନାଗରିକ ଅନିତା ବେହେରା, ଯୋଶୋଦା ବେହେରା,ସତ୍ୟଭାମା ମହାନ୍ତ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ଥିଲା ।ମୁଖ୍ୟ ଅତିଥି ଡ଼ା: ଜନାର୍ଦ୍ଦନ ଚୌଧୁରୀ,ଓ ସଂଘର କାର୍ଯ୍ୟକାରୀ ସଭାପତି ମନମୋହନ ମହାନ୍ତ, ସମ୍ମାନୀୟ ଅତିଥି ଏବଂ ଓଡ଼ିଆ ଭାଷା ଗବେଷକ ଭରତ ଚନ୍ଦ୍ର ଦାଶ,ମୁଖ୍ୟ ବକ୍ତା ଭାବେ କବି ଇଂ ତ୍ରିଲୋଚନ ସେଠୀ ଯୋଗ ଦେଇ ଉତ୍କଳ ଦିବସ ପାଳନ ଅବସରରେ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ତ୍ରିପାଠୀ, ହରେକୃଷ୍ଣ ମହାନ୍ତ,ଘନଶ୍ୟାମ ବାରିକ,ଜନାର୍ଦ୍ଦନ ମହାନ୍ତ,ଅଜିତ କୁମାର ମିଶ୍ର, ଗୌରୀ ଶଙ୍କର ସିହ୍ନା,ଚକ୍ରଧର ସାହା,ସେଖ ସୁଲୁ ଆଦି ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ସର୍ବେଶ୍ଵର ମିଶ୍ର, ଆଜିକାର ସଭା ରେ ବହୁ ସଂଖ୍ୟାରେ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିବା ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

More news from Mayurbhanj and nearby areas
  • କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
    1
    କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    10 hrs ago
  • ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। #OdishaNews_PaddyProcurement #KrushnaChandraPatra_Odisha
    1
    ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା
ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 
#OdishaNews_PaddyProcurement #KrushnaChandraPatra_Odisha
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    14 min ago
  • #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    1
    #ମେଡିକାଲ_ଛାତ୍ରଙ୍କୁ_ମାଡ଼
ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 29.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews 
Date - 29.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
    1
    ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    11 hrs ago
  • Major Road Accident at Naupal: Five Critically Injured in Ambulance–Pickup Collision Suspected Drunk Driving Leads to Head-On Crash on State Highway–19 📍 Udala, Mayurbhanj | April 1 | By Rajib Kumar Behera A serious road accident occurred near Naupal on the Udala–Baripada main road (State Highway–19) in Mayurbhanj district on Tuesday, leaving five persons critically injured. The accident is suspected to have been caused by reckless driving by a pickup van driver allegedly under the influence of alcohol. According to reports, a 108 ambulance carrying a patient to Baripada collided head-on with a speeding pickup vehicle. The impact of the crash was extremely severe, leaving both vehicles badly damaged and creating a chaotic scene at the spot. The injured include ambulance driver SK Ahmed, pharmacist Bhabani Shankar Jena, the patient, and the patient’s attendants. The patient is reported to be in critical condition after sustaining a serious head injury. Local residents alleged that the pickup driver was intoxicated at the time of the accident, which is believed to be the primary cause. Immediately after the incident, locals rushed to the scene, rescued the injured, and informed the police. All the injured were shifted to Baripada hospital in critical condition. Traffic on the busy route was disrupted for some time following the accident, as a large number of people gathered at the spot. Police have reached the scene and an investigation into the incident is currently underway. ⚠️ Public Advisory Driving under the influence of alcohol is not only a violation of law but also a serious threat to human life. Such negligence can endanger innocent lives. Locals have demanded strict enforcement, including checking drives and speed control measures, to prevent such accidents in the future. If you want, 👍
    3
    Major Road Accident at Naupal: Five Critically Injured in Ambulance–Pickup Collision
Suspected Drunk Driving Leads to Head-On Crash on State Highway–19
📍 Udala, Mayurbhanj | April 1 | By Rajib Kumar Behera
A serious road accident occurred near Naupal on the Udala–Baripada main road (State Highway–19) in Mayurbhanj district on Tuesday, leaving five persons critically injured. The accident is suspected to have been caused by reckless driving by a pickup van driver allegedly under the influence of alcohol.
According to reports, a 108 ambulance carrying a patient to Baripada collided head-on with a speeding pickup vehicle. The impact of the crash was extremely severe, leaving both vehicles badly damaged and creating a chaotic scene at the spot.
The injured include ambulance driver SK Ahmed, pharmacist Bhabani Shankar Jena, the patient, and the patient’s attendants. The patient is reported to be in critical condition after sustaining a serious head injury.
Local residents alleged that the pickup driver was intoxicated at the time of the accident, which is believed to be the primary cause. Immediately after the incident, locals rushed to the scene, rescued the injured, and informed the police.
All the injured were shifted to Baripada hospital in critical condition. Traffic on the busy route was disrupted for some time following the accident, as a large number of people gathered at the spot.
Police have reached the scene and an investigation into the incident is currently underway.
⚠️ Public Advisory
Driving under the influence of alcohol is not only a violation of law but also a serious threat to human life. Such negligence can endanger innocent lives. Locals have demanded strict enforcement, including checking drives and speed control measures, to prevent such accidents in the future.
If you want,  👍
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    27 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.