logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହା ଶିବ ରାତ୍ରୀ ରେ ବାବା ଭୋଳାନାଥ ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କଲେ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ #KaliapaniUpdate #highlight #news #Shibaratri #Kalarangiatta

8 hrs ago
user_RAJENDRA MAHANTA
RAJENDRA MAHANTA
କାଳିଆପାଣି, ଯାଜପୁର, ଓଡ଼ିଶା•
8 hrs ago
d1c09022-1054-4bc9-aa3d-50f99261f950
c6f93600-8670-4dfb-9d34-31ce55f7a92a
2bd382ac-165c-458b-b0a2-27d19ec90b34
c7accdc3-9933-4b6a-a701-6ce8fd891c26

ମହା ଶିବ ରାତ୍ରୀ ରେ ବାବା ଭୋଳାନାଥ ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କଲେ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ #KaliapaniUpdate #highlight #news #Shibaratri #Kalarangiatta

More news from ଓଡ଼ିଶା and nearby areas
  • କିପରି ଭାବେ ଗଛ କଟା ଚାଲିଛି ଟିକେ ଦେଖନ୍ତୁ, କଙ୍କଡ଼ାଗୋଡି ଗାଁ କୁ ଯିବା ବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ, • ବନ ବିଭାଗ ସହଯୋଗ ରେ କାଠ କଟା ଚାଲିଛି କି ପ୍ରଶ୍ନ ବାଚି ସୃଷ୍ଟି ହେଉଛି?? • ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ #KaliapaniUpdate #highlight #news #sukinda#jajpur #rajendra #Forest #dmjajpur
    1
    କିପରି ଭାବେ ଗଛ କଟା ଚାଲିଛି ଟିକେ ଦେଖନ୍ତୁ, କଙ୍କଡ଼ାଗୋଡି ଗାଁ କୁ ଯିବା ବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ, 
• ବନ ବିଭାଗ ସହଯୋଗ ରେ କାଠ କଟା ଚାଲିଛି କି ପ୍ରଶ୍ନ ବାଚି ସୃଷ୍ଟି ହେଉଛି??
• ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ 
#KaliapaniUpdate #highlight 
#news #sukinda#jajpur #rajendra #Forest #dmjajpur
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    23 hrs ago
  • ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ |
ଭୁବନେଶ୍ୱର, ଓଡ଼ିଶା
#bhubaneswar #odisha
    user_Nanda Kishor Naik
    Nanda Kishor Naik
    Journalist ଭୁବନ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
    4
    ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    19 hrs ago
  • ଢେଙ୍କାନାଳ ସହରର ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଆଜି ଏକ ଟିମର ଦ୍ୱାରା ଚଢାଉ କରାଯାଇଥିଲା । ଏହି ଟିମରେ କେନ୍ଦ୍ରିୟ ପାଲୁସନ କୋଡ଼ର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ର, ଢେଙ୍କାନାଳ ପୌର କର୍ମଚାରୀ, ଟାଉନ ପୋଲିସର ମିଳିତ ଚଢାଉ ହୋଇଥିଲା |କାଫିଲସ ପ୍ଲାଜା ହୋବେଲ ମଧ୍ୟରେ ପଶି ଚଢାଉ କରାଯାଇଥିଲା|
    1
    ଢେଙ୍କାନାଳ ସହରର ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଆଜି ଏକ ଟିମର ଦ୍ୱାରା ଚଢାଉ କରାଯାଇଥିଲା । ଏହି ଟିମରେ କେନ୍ଦ୍ରିୟ ପାଲୁସନ କୋଡ଼ର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ର, ଢେଙ୍କାନାଳ ପୌର କର୍ମଚାରୀ, ଟାଉନ ପୋଲିସର ମିଳିତ ଚଢାଉ ହୋଇଥିଲା |କାଫିଲସ ପ୍ଲାଜା ହୋବେଲ ମଧ୍ୟରେ ପଶି ଚଢାଉ କରାଯାଇଥିଲା|
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    1
    ଆଜି ଫାଲଗୁନ ମାସର ଅମାବସ୍ୟା  ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    9 hrs ago
  • ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    1
    ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    11 hrs ago
  • ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha
    1
    ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    20 hrs ago
  • ଢେଙ୍କାନାଳ ସହରରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଚଢ଼ାଉ କରାଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ କରାଯାଇଛି ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ଏଥିପାଇଁ ଆଜି ଏକ ଟିମ ସହରରେ ପହଞ୍ଚି ସହରର ମିନା ବଜାର ଆନନ୍ଦ ବଜାଉ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜବତ କରାଯାଇଥିଲା ।କିଛି ସ୍ଥାନରେ ସଚେତନ କରାଯିବା ସହିତ ଫାଇନ ମଧ୍ୟ କଟା ଯାଇଥିଲା I ଆଗକୁ ଯଦି ପୁନଶ୍ଚ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚେତାବନୀ ମଧ୍ୟ ଦିଆ ଯାଇଥିଲା । କେନ୍ଦ୍ରିୟ ପଲୁସନ ବୋଉର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ରୀ ବବି ବେହେରା, ଢେଙ୍କାନାଳ ପୌର କର୍ମଚାରୀ, ପୋଲିସ ପ୍ରଶାସନର ଉପସ୍ଥିତିରେ ଏହି ଚଢାଉ କରାଯାଇଥିଲା । କିଛି ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
    1
    ଢେଙ୍କାନାଳ ସହରରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଚଢ଼ାଉ କରାଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ କରାଯାଇଛି ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା  । ଏଥିପାଇଁ ଆଜି ଏକ ଟିମ ସହରରେ ପହଞ୍ଚି ସହରର ମିନା ବଜାର ଆନନ୍ଦ ବଜାଉ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜବତ କରାଯାଇଥିଲା ।କିଛି ସ୍ଥାନରେ ସଚେତନ କରାଯିବା ସହିତ ଫାଇନ ମଧ୍ୟ କଟା ଯାଇଥିଲା I ଆଗକୁ ଯଦି ପୁନଶ୍ଚ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚେତାବନୀ ମଧ୍ୟ ଦିଆ ଯାଇଥିଲା । କେନ୍ଦ୍ରିୟ ପଲୁସନ ବୋଉର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ରୀ ବବି ବେହେରା, ଢେଙ୍କାନାଳ ପୌର କର୍ମଚାରୀ, ପୋଲିସ ପ୍ରଶାସନର ଉପସ୍ଥିତିରେ ଏହି ଚଢାଉ କରାଯାଇଥିଲା । କିଛି ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.