logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିର୍ମମ ହତ୍ୟା ପରେ ଶେଷକୃତ ସମ୍ପନ୍ନ ହେଇଗଲା। ଏବେ ଦୋଷୀଙ୍କୁ ବଞ୍ଚାଇବାର କାର୍ଯ୍ଯକ୍ରମ ଚାଲିବ। ଗୋଟିଏ ଗାଁର ଯେତେ ଭୂଲ ଥିଲେ ବି ଭୋଟବ୍ୟାଙ୍କ ରାଜନୀତି ତାଙ୍କୁ ସଂରକ୍ଷଣ ଦେବ। ଯେଉଁମାନେ ମାରିଲେ ସେମାନେ କାହାକୁ ସାହାଯ୍ଯ କରିବାକୁ ଯାଇ ଏ କାଣ୍ଡ କରି ନାହାନ୍ତି, ସେମାନେ ପୂର୍ବରୁ ହି କ୍ରିମିନାଲ। ନିଜେ ଦିନକୁ 24 ଘଣ୍ଟା ଭୁଲ କରୁଥିବା ଲୋକ ଗୋଟିଏ ନିହଥ୍ଥା ଲୋକକୁ ଶାସ୍ତି ଦେଉଥିଲେ। ଏଭଳି ବିଭତ୍ସ କାଣ୍ଡ କରିବା ସେମାନଙ୍କ ପାଇଁ ନୂଆ ନୁହେ। ସେଥିପାଇ ନିଜ ପିଲାମାନଙ୍କୁ ବାହାରକୁ ଛାଡିଲେ ସବୁ ପ୍ରକାରର ବୁଝେଇକରି ଛାଡନ୍ତୁ। ଦୁନିଆ କିଛି ବୁଝିବନି। ଗୋଟିଏ ପରିବାରର ଦୁଖ କି କଷ୍ଟ କିଛି ବିଚାରିବନି। ଯଦି ନିଜ ଗାଁଛକରେ ବସି କିଛି କାମ ନାଇ ତ ଗୁଲି ଖଟି କରି ସମ୍ମାନରେ ବଞ୍ଚନ୍ତୁ। ଯଦି ଜୀବନ ଦେଇ ପାରିବାନି ତ ନେବାର ବି ହକ ନାହିଁ। ଛି ଏଭଳି ସମାଜକୁ ଯେଉଁଠି ମାନବିକତା ମରି ମରି ଯାଉଛି।

1 hr ago
user_SOUMYA RANJAN
SOUMYA RANJAN
Extended stay hotel Balianta, Khordha•
1 hr ago
080b0983-4e64-4752-98fe-dfa40f01ac5d

ନିର୍ମମ ହତ୍ୟା ପରେ ଶେଷକୃତ ସମ୍ପନ୍ନ ହେଇଗଲା। ଏବେ ଦୋଷୀଙ୍କୁ ବଞ୍ଚାଇବାର କାର୍ଯ୍ଯକ୍ରମ ଚାଲିବ। ଗୋଟିଏ ଗାଁର ଯେତେ ଭୂଲ ଥିଲେ ବି ଭୋଟବ୍ୟାଙ୍କ ରାଜନୀତି ତାଙ୍କୁ ସଂରକ୍ଷଣ ଦେବ। ଯେଉଁମାନେ ମାରିଲେ ସେମାନେ କାହାକୁ ସାହାଯ୍ଯ କରିବାକୁ ଯାଇ ଏ କାଣ୍ଡ କରି ନାହାନ୍ତି, ସେମାନେ ପୂର୍ବରୁ ହି କ୍ରିମିନାଲ। ନିଜେ ଦିନକୁ 24 ଘଣ୍ଟା ଭୁଲ କରୁଥିବା ଲୋକ ଗୋଟିଏ ନିହଥ୍ଥା ଲୋକକୁ ଶାସ୍ତି ଦେଉଥିଲେ। ଏଭଳି ବିଭତ୍ସ କାଣ୍ଡ କରିବା ସେମାନଙ୍କ ପାଇଁ ନୂଆ ନୁହେ। ସେଥିପାଇ ନିଜ ପିଲାମାନଙ୍କୁ ବାହାରକୁ ଛାଡିଲେ ସବୁ ପ୍ରକାରର ବୁଝେଇକରି ଛାଡନ୍ତୁ। ଦୁନିଆ କିଛି ବୁଝିବନି। ଗୋଟିଏ ପରିବାରର ଦୁଖ କି କଷ୍ଟ କିଛି ବିଚାରିବନି। ଯଦି ନିଜ ଗାଁଛକରେ ବସି କିଛି କାମ ନାଇ ତ ଗୁଲି ଖଟି କରି ସମ୍ମାନରେ ବଞ୍ଚନ୍ତୁ। ଯଦି ଜୀବନ ଦେଇ ପାରିବାନି ତ ନେବାର ବି ହକ ନାହିଁ। ଛି ଏଭଳି ସମାଜକୁ ଯେଉଁଠି ମାନବିକତା ମରି ମରି ଯାଉଛି।

More news from Odisha and nearby areas
  • ଢେଙ୍କାନାଳ ପୋଲିସ୍‌ ପ୍ରଶାସନ ପକ୍ଷରୁ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ........
    1
    ଢେଙ୍କାନାଳ ପୋଲିସ୍‌ ପ୍ରଶାସନ ପକ୍ଷରୁ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ........
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    1
    ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    13 hrs ago
  • ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର।

ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି।
​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    1
    ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    user_Rajesh Samantaray
    Rajesh Samantaray
    Bank Sadar, Puri•
    11 hrs ago
  • ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ
    1
    ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ
    user_Chiranjibi dash
    Chiranjibi dash
    ରଣପୁର, ନୟାଗଡ଼, ଓଡ଼ିଶା•
    1 hr ago
  • ଓଡ଼ିଶାର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ହସ୍ତତନ୍ତ ଉପରେ ନିର୍ଭରଶୀଳ ୯୦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ମାସିକ ଭତ୍ତା ବର୍ଷେ ହେଲା ମିଳୁନାହିଁ। ଏହି ବନ୍ଦ ଯୋଗୁଁ ବୟସ୍କ ବୁଣାକାରମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରିଛି। ସ୍ଥାନୀୟ ବୁଣାକାରମାନେ ଏହି ଭତ୍ତା ପୁଣିଥରେ ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।
    1
    ଓଡ଼ିଶାର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ହସ୍ତତନ୍ତ ଉପରେ ନିର୍ଭରଶୀଳ ୯୦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ମାସିକ ଭତ୍ତା ବର୍ଷେ ହେଲା ମିଳୁନାହିଁ। ଏହି ବନ୍ଦ ଯୋଗୁଁ ବୟସ୍କ ବୁଣାକାରମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରିଛି। ସ୍ଥାନୀୟ ବୁଣାକାରମାନେ ଏହି ଭତ୍ତା ପୁଣିଥରେ ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    12 hrs ago
  • ସୌମ୍ୟ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ, ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ
    1
    ସୌମ୍ୟ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ, ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର ଦୁଇ ଦିନିଆ ବାର୍ଷିକ ଉତ୍ସବ 'ପୁଣ୍ୟତ୍ସଵ' ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଉତ୍ସବକୁ ଉଦ୍ଘାଟନ କରିବା ସହ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି।
    4
    ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର ଦୁଇ ଦିନିଆ ବାର୍ଷିକ ଉତ୍ସବ 'ପୁଣ୍ୟତ୍ସଵ' ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଉତ୍ସବକୁ ଉଦ୍ଘାଟନ କରିବା ସହ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।
    1
    ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.