Shuru
Apke Nagar Ki App…
ସାନ୍ତାଳୀ ଟୁକେଲ୍ ସାଙ୍ଗେ ମୋର୍ କାଣା ହେଉଛେ
Gobinda
ସାନ୍ତାଳୀ ଟୁକେଲ୍ ସାଙ୍ଗେ ମୋର୍ କାଣା ହେଉଛେ
- User3193Anugul, Odisha🙏on 13 December
- User8432Odisha🙏on 9 December
- User8432Odisha👏on 9 December
More news from ଓଡ଼ିଶା and nearby areas
- କନ୍ୟାଘର ଗାଁରେ ରକ୍ତର ନଦୀ ବୋହିଲା। ଗୋଡ଼ାଇ ଗୋଡ଼ାଇ ୧୧ ଜଣଙ୍କୁ ହାଣିଲେ ଦୃବୁତ । ବାହାଘର ବରଯାତ୍ରୀରେ ବର୍ ଗୁଣ୍ଡା ଧରି ଆସି ଗ୍ରାମରେ ଆତଙ୍କ ଖେଳାଇଛି ।ବାହାଘର ହୋଇଯିବା ବାଟରେ ରକ୍ତର ନଦୀ ବୁହାଇ ଝିଅକୁ ବାହାଘର ହୋଇଛି ବର। ଶାନ୍ତି ଗାଁରେ ଅଶାନ୍ତି ସୃଷ୍ଟି କରିଛି ବର। ଘଟଣାରୁ ପ୍ରକାଶ ଯେ ବଲାସିଂହା ପଞ୍ଚାୟତର ସୁରାବ ଗ୍ରାମର ତାଳସାହିର ନାଥ ନାୟକ ଙ୍କ ପୁଅ ଜିତେନ୍ଦ୍ର ନାୟକଙ୍କ ଭାଗଲାକଟା ଗ୍ରାମର ଗୋଲାପ ନାୟକଙ୍କ ଝିଅ ଆରତୀ ନାୟକଙ୍କୁ ବିବାହ ପାଇଁ ବରଯାତ୍ରୀ ନେଇ ସାଙ୍ଗ ସାଥୀ ଭାଇ କୁଟୁମ୍ ନେଇ କନ୍ୟା ଘର ଗାଁକୁ ୧୦ ରୁ ଉର୍ଦ୍ଧ ଗୁଣ୍ଡା ନେଇ ଗାଁକୁ ଆସି ଆତଙ୍କ ଖେଳାଇଛନ୍ତି ବରପକ୍ଷ।ବୈକୁଣ୍ଠ ନାଥ ବେହେରା ,ବିଭୂତି କିଶୋର ବେହେରା ,ରାଜ କିଶୋର ବେହେରା ତିନି ଭାଇକୁ ଜୀବନରୁ ମାରିଦେବା ପାଇଁ ଗୁଣ୍ଡା ଆଣିଥିଲା ବର। ପ୍ରସେଶନ ଅଧାରେ ତାଙ୍କୁ ମାରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ପ୍ରେସେଶନ ଅଧାରେ ଆତଙ୍କ ଖେଳାଇ ମାଉଜର ଭୁଜାଲି ଛୁରୀରେ ଆକ୍ରମଣ କରି କନ୍ୟା ଘର ନିକଟରେ ରକ୍ତର ନଦୀ ବୁହାଇଦେଲେ ବର ପକ୍ଷର ଗୁଣ୍ଡା। ଏହାକୁ ଦେଖି ଗ୍ରାମବାସି ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରି ଘଟଣା ସ୍ଥଳରୁ ଫେରାର ମାରିଲେ ଅପରାଧୀ ଗ୍ରାମର ୮ଜଣଙ୍କୁ ହାଣି ପକାଇ ମୁଣ୍ଡ ହାଣ୍ଡିଆ ଫଟାଇ ଦେଲେ। ତିନି ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ପରେ ବର ପକ୍ଷରୁ ୪ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି1
- ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.1
- Post by ଯିରିମିୟ ଗନ୍ତାୟତ 🙋🙋🙋1
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।1
- Post by Dhenkanal News1
- Post by Dipak Kumar Nayak1
- ରାଜ୍ୟରେ ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ନେଇ ଭୁବନେଶ୍ୱର ଲୋକସଭା ଭବନସ୍ଥିତ ଅନ୍ନପୂର୍ଣ୍ଣା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଅନୁଷ୍ଠିତ ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ରନ୍ଧନଗ୍ୟାସ୍ ଓ ଇନ୍ଧନ ତୈଳ ମାର୍କେଟିଂ କରୁଥିବା ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ରିଲାଏନ୍ସ, ଗେଲ୍ ଆଦି କମ୍ପାନୀର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।ମନ୍ତ୍ରୀ ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ପରାମର୍ଶ ଦେଲି। ବୈଠକରେ ଏଲ୍.ପି.ଜି ବିତରକ ଓ ରିଟେଲ୍ ଆଉଟ୍ ଲେଟକୁ ବିତରଣ ପ୍ରକିୟା ଓ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଖାଉଟିମାନେ ଯେପରି ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଯୋଗାଣ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ସଜାଗ ରହିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଖାଉଟିମାନଙ୍କ ସୁବିଧା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲାପାଳମାନେ ପ୍ରତିଦିନ ରିପୋର୍ଟ ଉପସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଲି। ମଧ୍ୟପ୍ରାଚ୍ୟର ସ୍ଥିତିକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହୋଇ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେବା ସହ ବଜାରରେ ଏଲ୍ ପି ଜି କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ବିଭାଗୀୟ ଅଧିକାରୀ ନିଯୋଜିତ ଅଛନ୍ତି ଏବଂ କଳାବଜାରୀର ଖବର ମିଳିଲେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର Narendra Modi Mohan Charan Majhi CMO Odisha PMO India #public #hilights #ReviewMeeting #LPG4
- ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟରାଜପଥ 149 ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା, ଦୃଘଟଣା ପରେ ଟ୍ୟାଙ୍କର ରେ ସର୍ଟସର୍କିଟ ହୋଇ ଟ୍ୟାଙ୍କର ଟି ସମ୍ପୂର୍ଣ ଜଳି ଯାଇଥିଲା, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୃଘଟଣାଗ୍ରସ୍ଥ ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଥିଲେ I ଟ୍ୟାଙ୍କର ଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି I ଖବର ପାଇ ଖମାର ପୋଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ଙ୍କ ମୃତଦେହ କୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି ଏବଂ ଘଟଣା ର ଅଧିକ ଦତନ୍ତ ଜାରି ରଖିଛି I1