ରାୟଗଡ଼ ଜିଲ୍ଲାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା। ରାୟଗଡ:- ୪/୪/ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨ ୬ ଠାରୁ ୧୪ ଏପ୍ରିଲ ୨୦୨୬ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ରାୟଗଡ଼ଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ ୮. ୦୦ ଘଣ୍ଟ ସମୟରେ ରାୟଗଡ଼ ସହରରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି। ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ଏଥିରେ ,ସେଞ୍ଚୁରିୟାନ କଲେଜ, ଜିଲ୍ଳାର ବିଭିନ୍ନ ବିଭାଗର ପଦଧିକାରି,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ଶ୍ରୀ ବସନ୍ତ କୁମାର ପ୍ରଧନ,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ଜିଲ୍ଲା ଶ୍ରମ ଅଧିକାରୀ, ସମସ୍ତ ସହକାରୀ ଶ୍ରମ ଅଧିକାରୀଗଣ ଓ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚି଼ଚୁଆଁ ଓ ଶ୍ରୀ ମନୋରଞ୍ଜନ ବାଘ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ମାନବଧିକାର କର୍ମୀ, ଶକ୍ତି ଅନୁଷ୍ଠାନର ସଦସ୍ୟ ଏବଂ ଗଣ ମାଧ୍ୟମ ପ୍ରତିନିଧି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ରାୟଗଡ଼ ଜିଲ୍ଲାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା। ରାୟଗଡ:- ୪/୪/ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨ ୬ ଠାରୁ ୧୪ ଏପ୍ରିଲ ୨୦୨୬ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ରାୟଗଡ଼ଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ ୮. ୦୦ ଘଣ୍ଟ ସମୟରେ ରାୟଗଡ଼ ସହରରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି। ଅତିରକ୍ତ ଜିଲ୍ଲାପାଳ ଶ୍ରୀ
ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ଏଥିରେ ,ସେଞ୍ଚୁରିୟାନ କଲେଜ, ଜିଲ୍ଳାର ବିଭିନ୍ନ ବିଭାଗର ପଦଧିକାରି,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ଶ୍ରୀ ବସନ୍ତ କୁମାର ପ୍ରଧନ,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ଜିଲ୍ଲା ଶ୍ରମ ଅଧିକାରୀ, ସମସ୍ତ ସହକାରୀ ଶ୍ରମ ଅଧିକାରୀଗଣ ଓ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚି଼ଚୁଆଁ ଓ ଶ୍ରୀ ମନୋରଞ୍ଜନ ବାଘ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ମାନବଧିକାର କର୍ମୀ, ଶକ୍ତି ଅନୁଷ୍ଠାନର ସଦସ୍ୟ ଏବଂ ଗଣ ମାଧ୍ୟମ ପ୍ରତିନିଧି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି1
- Post by Narattam Kumar padhy4
- Post by HABIL DONGRI1
- Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)1
- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର1
- ओडिशा के कोरापुट जिले में शनिवार देर रात भूकंप के झटके महसूस किए गए। रिक्टर स्केल पर इस भूकंप की तीव्रता 4.4 मापी गई है। जानकारी के अनुसार, भूकंप रात करीब 11:30 बजे आया। इसका केंद्र कोरापुट जिले के जयेपुर (जयपुर) क्षेत्र के पास बताया जा रहा है, जो सुनाबेड़ा से लगभग 30 से 35 किलोमीटर दूर है। भूकंप की गहराई करीब 5 किलोमीटर थी, जिसके कारण आसपास के इलाकों में झटके अधिक महसूस किए गए। झटकों के बाद लोगों में दहशत फैल गई और कई लोग घरों से बाहर निकल आए। हालांकि, अब तक किसी भी बड़े नुकसान या जान-माल की हानि की खबर नहीं है। फिलहाल स्थिति सामान्य बताई जा रही है।#Koraput #Odisha #KoraputNews #OdishaNews #Earthquake #Bhukamp #LocalNews #Jeypore #Sunabeda #BreakingNews1
- ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ ଅଟକ ରଖିଛି। କେସିଙ୍ଗା ରେଲୱେ ଷ୍ଟେଶନରୁ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରେଳବାଇ ପୋଲିସ କେସିଙ୍ଗା ରେଲୱେ ଷ୍ଟେଶନରେ ବିଭିନ୍ନ ଜାଗାରେ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ (୩୪)ବୋଲି ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାୟପୁର ଯାଉଥିବା କହିଥିଲେ ବୋଲି ରେଳବାଇ ପୋଲିସ ସୂତ୍ରରୁ ଜଣାପଡିଛି। ଏ ସଂକ୍ରାନ୍ତରେ ଟିଟିଲାଗଡ ଆର.ପି.ଏଫ ଅଧିକାରୀ ତ୍ରିବିକ୍ରମ ସେଠଙ୍କୁ ପଚାରିବାରୁ ଉକ୍ତ ଯୁବକ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସମ୍ବଲପୁରରୁ ଉଚ୍ଚ ଅଧିକାରୀମାନେ ଓ ଆୟକର ବିଭାଗ ଆସିବେ ଓ ଟଙ୍କାର ସମ୍ପୁର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର ଠାରେ ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ ନିଜସ୍ଵ ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ, ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4