Shuru
Apke Nagar Ki App…
କାଳିଆପାଣି ପଞ୍ଚାୟତରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି Breaking news ଘୂର୍ଣ୍ଣିଝଡ଼ ତାଣ୍ଡବ 🌪️ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍ ବେଗବାନ ପବନରୁ ଖପର ଘର କ୍ଷତିଗ୍ରସ୍ତ ସହିତ ଭୟଙ୍କର ପବନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଖବର ପାଇ ଯୁବ ସରପଞ୍ଚ ବିକାଶ କୁମାର ପାତ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। BreakingNews CycloneImpact 🌪️
KALIAPANI UPDATE
କାଳିଆପାଣି ପଞ୍ଚାୟତରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି Breaking news ଘୂର୍ଣ୍ଣିଝଡ଼ ତାଣ୍ଡବ 🌪️ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍ ବେଗବାନ ପବନରୁ ଖପର ଘର କ୍ଷତିଗ୍ରସ୍ତ ସହିତ ଭୟଙ୍କର ପବନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଖବର ପାଇ ଯୁବ ସରପଞ୍ଚ ବିକାଶ କୁମାର ପାତ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। BreakingNews CycloneImpact 🌪️
More news from ଓଡ଼ିଶା and nearby areas
- ଢ଼େଙ୍କାନାଳର ଭୁବନ ଏନଏସିରେ ଜଣେ ଅସହାୟ ବୃଦ୍ଧଙ୍କୁ ଏପର୍ଯ୍ୟନ୍ତ ଆବାସ ଗୃହ ମିଳିନାହିଁ। ତାଙ୍କ ଝିଅର ନାମ ମଧ୍ୟ ରାସନ କାର୍ଡରେ ସାମିଲ ହୋଇନାହିଁ, ଯାହାକୁ ନେଇ ସରକାରୀ ସହାୟତା ପହଞ୍ଚିବା ଉପରେ ପ୍ରଶ୍ନ ଉଠିଛି।1
- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କହିଲେ ଓଡିଶା କଥା :ପୂର୍ବତନ ବିଧାୟକ ଧର୍ମଶାଳା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଲେ ଓଡିଶା କଥା, ଓଡିଶା ରେ ଆଇନ ଶୃଙ୍ଖଳା କୁ ନେଇ ଲୋକଙ୍କ ଆଗରେ ରଖିଲେ ବିପର୍ଯ୍ୟସ୍ତ ର କାହାଣୀ, ସେହିପରି ଯାଜପୁର ଜିଲାରେ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ହେଉଥିବା ଆଇନ ବାଟବଣା ବିଷୟରେ ସଚେତନ କରି କହିଛନ୍ତି ଯେ ଚୁଲୀକୁ ଗଲାଣି ଆଇନ ଶୃଙ୍ଖଳା ।1
- ଢେଙ୍କାନାଳରେ ୧୦୦ ଫୁଟ ଉଚ୍ଚ ଟାୱାର ଉପରୁ ୧୬ ଘଣ୍ଟା ପରେ ପୋଲିସ କର୍ମଚାରୀ ରୁଦ୍ରନାରାୟଣ ଦାସଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳକୁ ସେ ଅଚେତ ଥିଲେ ଏବଂ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଶାସନ ତାଙ୍କ ଚାକିରୀ ପୁନଃ ନିଯୁକ୍ତି ଓ ମାଆଙ୍କ ଚିକିତ୍ସା ନେଇ ପ୍ରତିଶ୍ରୁତି ଦେଇଛି।1
- ଓଡ଼ିଶାରେ ବିଜେପିର ଗୁଣ୍ଡାରାଜକୁ ନେଇ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ଉଠିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମସ୍ୟା କିଏ ଶୁଣିବ ବୋଲି ପ୍ରଶ୍ନ ଉଠିଛି।1
- ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ବୌଦ୍ଧ,ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ #LatestNews #UpdateNews #apanankakhabara #news #OdishaNews #Odisha1
- ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ? ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?1
- ଆଜିଠୁ ତାମିଲନାଡ଼ୁରେ ଟିଭିକେ-କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ଥାଲାପତି ବିଜୟ ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। #tamilnadupolitics #follower #jahid .1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୁମାରୀ ଅଞ୍ଚଳର ପବିତ୍ର ଲକ୍ଷ୍ମୀ ମଣ୍ଡପର ଉନ୍ନତିକରଣ, ପ୍ରଭୁ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଏବଂ ଯାତ୍ରୀନିବାସ ପ୍ରକଳ୍ପ ଏଥିରେ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ସୁଦୃଢ଼ କରିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।1