ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ମାଲକାନଗିରି ଜିଲ୍ଲା ଗସ୍ତ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ
କୋରାପୁଟ:ମନ୍ତ୍ରୀଙ୍କ ଉପସ୍ଥିତି ରେ ବିଜେପିରେ ମିଶିଲେ ଆଠଜଣ ସରପଞ୍ଚ ସହ କଂଗ୍ରେସ ନେତା l
କୋରାପୁଟ ବିଧାୟକ ରଘୁରାମ ମାଛ ଙ୍କ ବାସ ଭବନ ରେ ମିଶ୍ରଣ ପର୍ବ ରେ ଅନ୍ୟ ଦଳ ଛାଡି ବିଜେପି ରେ ମିଶିଲେ ଶତାଧିକ କର୍ମୀ.