Shuru
Apke Nagar Ki App…
ଅସୁରଗଡ ଗାଁ ରେ ଦୀର୍ଘ ବର୍ଷରୁ ଏକ ଅସ୍ଥାୟୀ ମଣ୍ଡପ ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ପୂଜା
Gopal Das Mahananda
ଅସୁରଗଡ ଗାଁ ରେ ଦୀର୍ଘ ବର୍ଷରୁ ଏକ ଅସ୍ଥାୟୀ ମଣ୍ଡପ ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ପୂଜା
More news from ଓଡ଼ିଶା and nearby areas
- Please Subscribe.1
- Post by Gopal Das Mahananda1
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- ନିମାପଡ଼ା ବ୍ଲକ୍ ଅରିଷଣ୍ଢ ଗ୍ରାମ ପଞ୍ଚାୟତ ପବିତ୍ର କୁମାର ବେହେରା ଜଣେ 100% ଦୃଷ୍ଟି ହିନ ବ୍ୟକ୍ତି ଭତ୍ତା ଟଙ୍କା ଆଣିବାକୁ ଗ୍ରାମପଞ୍ଚାୟତ କୁ ଯାଇଥିଲେ। ଯେହେତୁ 100% ବିକଳାଙ୍ଗ ବ୍ୟକ୍ତି ଏଣୁ ଶିଘ୍ର ଭତ୍ତା ଟଙ୍କା ଦେବାକୁ ନେହୁରା ହେଲା। ଭତ୍ତା ବାଣ୍ଟୁଥିବା ଅରିଷଣ୍ଢ ଗ୍ରାମପଞ୍ଚାୟତ ର ଏଡିଓ ଏବଂ ପିଇଓ ଭତ୍ତା ହିତାଧିକାରୀ ପବିତ୍ର କୁମାର ବେହେରା ଙ୍କ ମନରେ ଆଘାତ ଦେଲା ଭଳି ବ୍ୟବହାର କରିଥିଲେ ଏବଂ ତାଙ୍କୁ ଭତ୍ତା ଟଙ୍କା ନ ଦେଇ ଖାତାକୁ ଫେରାଇ ଦେଇଥିଲେ। ସେ ନିରୁପାୟ ହୋଇ ଦୁଃଖ କଷ୍ଟରେ ଘରକୁ ଫେରି ଯାଇଥିଲେ। ପବିତ୍ର କୁମାର ବେହେରା ଜଣେ 100% ବିକଳାଙ୍ଗ ବ୍ୟକ୍ତି ଅଟନ୍ତି। 100% ବିକଳାଙ୍ଗ ଙ୍କୁ ଆବଶ୍ୟକ ହେଲେ ଘରକୁ ନେଇ ଭତ୍ତା ଟଙ୍କା ଦେଇ ଆସିବା ପାଇଁ ସରକାର ଙ୍କ ନିର୍ଦେଶ ଥିଲେ ମଧ୍ୟ କର୍ମ ଚାରୀ ମାନେ ପାଳନ କରୁନାହାନ୍ତି। ନିମାପଡା ବ୍ଲକ ଓ ପୁରୀ ଜିଲ୍ଲା ପ୍ରଶାସନ ଙ୍କୁ ଭତ୍ତା ବାଣ୍ଟୁ ଥିବା ଏଡିଓ ଏବଂ ପିଇଓ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ଆସନ୍ତୁ କାଲି ବହୁଜନ ସମାଜ ପାର୍ଟି ତରଫରୁ କଂସାରିଗୁଡା ଠାରେ ବିଶାଳ ବହୁଜନ ସମାବେଶ1
- #♥️🥰♥️♥️🥰♥️♥️♥️🥰♥️1
- ଟିଟିଲାଗଡ଼..... ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...4
- Post by Gopal Das Mahananda1