logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ଚଉବନପୁର ନିକଟରେ ଜଣେ ମହିଳାଙ୍କ ସହ ଅଜଣା ବାଇକ ଧକ୍କା. ଗୁରୁତର ଭାବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଚଉବନପୁର ନିକଟରେ ଆଜି. ମଇଳା ଜଣଙ୍କ ସାଂଜ୍ଞାହୀନ ଥିବା ବେଲ ବାଇକ ଆରୋହୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାର ଖବର ମିଳିଛି.

10 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
10 hrs ago

ହିନ୍ଦୋଳ ଚଉବନପୁର ନିକଟରେ ଜଣେ ମହିଳାଙ୍କ ସହ ଅଜଣା ବାଇକ ଧକ୍କା. ଗୁରୁତର ଭାବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଚଉବନପୁର ନିକଟରେ ଆଜି. ମଇଳା ଜଣଙ୍କ ସାଂଜ୍ଞାହୀନ ଥିବା ବେଲ ବାଇକ ଆରୋହୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାର ଖବର ମିଳିଛି.

More news from ଓଡ଼ିଶା and nearby areas
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    11 hrs ago
  • ଭୁବନରେ ଶକ୍ତିଶାଳୀ ହେଉଛି ନାରୀଶକ୍ତି | ଆମକୁ ଅବଳା କି ଦୁର୍ବଳ ଭବାନୀ | ଆମେ ଛାଡ଼ିବୁନି.. ଭୁବନ, ଢ଼େଙ୍କାନାଳ #Bhuban #Dhenkanal
    1
    ଭୁବନରେ ଶକ୍ତିଶାଳୀ ହେଉଛି ନାରୀଶକ୍ତି | ଆମକୁ ଅବଳା କି ଦୁର୍ବଳ ଭବାନୀ | ଆମେ ଛାଡ଼ିବୁନି..
ଭୁବନ, ଢ଼େଙ୍କାନାଳ 
#Bhuban #Dhenkanal
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |
    1
    ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା 
ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    16 hrs ago
  • ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।
    1
    ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
  • Post by ଡେଲାଙ୍ଗ ଖବର
    1
    Post by ଡେଲାଙ୍ଗ ଖବର
    user_ଡେଲାଙ୍ଗ ଖବର
    ଡେଲାଙ୍ଗ ଖବର
    ଡେଲାଙ୍ଗ, ପୁରୀ, ଓଡ଼ିଶା•
    12 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଖଣ୍ଡିଆ ବଜାର ସ୍ଥିତ ଯକୋଟି ପାଟଣା ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ପୂଜା କମିଟି ପକ୍ଷରୁ ଜଳାଭିଷେକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି #apanankakhabara #LatestNews #UpdateNews #OdishaNews #Odisha #jagatsinghpur Apananka Khabara
    1
    ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଖଣ୍ଡିଆ ବଜାର ସ୍ଥିତ ଯକୋଟି ପାଟଣା ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ପୂଜା କମିଟି ପକ୍ଷରୁ ଜଳାଭିଷେକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି
#apanankakhabara #LatestNews #UpdateNews #OdishaNews #Odisha #jagatsinghpur Apananka Khabara
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    17 hrs ago
  • ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।
    1
    ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.