logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖରିଆର ରୋଡ୍‌ ନଗର ପାଳିକା ର ବଡ଼ ନିଷ୍ପତ୍ତି : ଭୂମିହୀନ ଓ ସଫେଇ କର୍ମଚାରୀଙ୍କୁ ମିଳିବ ପକ୍କାଘର। ନୂଆପଡା -୨୭/୪- ଜିଲ୍ଲା ର ଅନ୍ୟତମ ବ୍ୟସ୍ତ ବହୁଳ ବ୍ୟବସାୟିକ ନଗର ଖରିଆର ରୋଡ ନଗର ର ବିକାଶ ଓ ବାସହୀନ ଙ୍କୁ ସମ୍ମାନଜନକ ଜୀବନ ଦେବା ଦିଗରେ ନଗର ପାଳିକା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଦିନ ନଗର ପାଳିକା ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ନମ୍ବର ୪ ରେ ବହୁ ବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ସଫେଇ କର୍ମଚାରୀ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ନିର୍ମାଣ ହେବ ଘର। ଆଗାମୀ ଦିନରେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ (ଏ ଆର ଏଚ )' ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ଓ ନିର୍ଦ୍ଧାରିତ ଡିଜାଇନ୍ ଅନୁଯାୟୀ ଏହି ଆଧୁନିକ ବାସଗୃହ ଗୁଡ଼ିକ ନିର୍ମାଣ କରାଯିବ। "ଭଙ୍ଗାଯିବ ନାହିଁ ପୁରୁଣା ଘର : ମିଳିବ ନୂଆ ଠିକଣା ।" ଏହି ବୈଠକରେ ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପରିବାରମାନେ ସେଠାରେ ରହୁଛନ୍ତି, ସେମାନଙ୍କର କୌଣସି ଘର ଭଙ୍ଗାଯିବ ନାହିଁ। ବରଂ ସେହି ସ୍ଥାନ ନିକଟରେ ଥିବା ଖାଲି ସରକାରୀ ଜମିରେ ନୂତନ ପକ୍କାଘର ପ୍ରସ୍ତୁତ କରାଯାଇ ସେମାନଙ୍କୁ ସମ୍ମାନର ସହ ହସ୍ତାନ୍ତର କରାଯିବ। "ପ୍ରତ୍ୟେକ ପରିବାରକୁ ସମ୍ମାନଜନକ ଜୀବନ, ସୁରକ୍ଷିତ ଛାତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଆମର ସଂକଳ୍ପ। ଜନତାଙ୍କ ବିଶ୍ୱାସ ହିଁ ଆମ ବିକାଶର ମୂଳଦୁଆ।" — ଡଃ ସୋନିଆ ଜୈନ, ଅଧ୍ୟକ୍ଷା, ଏନ ଏ ସି ଖରିଆର ରୋଡ । ଏହି ଆଲୋଚନା ଚକ୍ରରେ ୱାର୍ଡ କାଉନସିଲର ସନ୍ଦୀପ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖରିଆର ରୋଡ କୁ ଏକ ପ୍ରଗତିଶୀଳ ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି।

2 hrs ago
user_Surendra Tiwari
Surendra Tiwari
Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
2 hrs ago
b7d0eb4f-9fe6-440e-9d3a-ee2fcaae1219

ଖରିଆର ରୋଡ୍‌ ନଗର ପାଳିକା ର ବଡ଼ ନିଷ୍ପତ୍ତି : ଭୂମିହୀନ ଓ ସଫେଇ କର୍ମଚାରୀଙ୍କୁ ମିଳିବ ପକ୍କାଘର। ନୂଆପଡା -୨୭/୪- ଜିଲ୍ଲା ର ଅନ୍ୟତମ ବ୍ୟସ୍ତ ବହୁଳ ବ୍ୟବସାୟିକ ନଗର ଖରିଆର ରୋଡ ନଗର ର ବିକାଶ ଓ ବାସହୀନ ଙ୍କୁ ସମ୍ମାନଜନକ ଜୀବନ ଦେବା ଦିଗରେ ନଗର ପାଳିକା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଦିନ ନଗର ପାଳିକା

bddee30a-f07a-45e3-ade4-5b5cf0f218ad

ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ନମ୍ବର ୪ ରେ ବହୁ ବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ସଫେଇ କର୍ମଚାରୀ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ନିର୍ମାଣ ହେବ ଘର। ଆଗାମୀ ଦିନରେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା

1bfd90b5-a935-4004-8fb1-a0cb7bab55d8

(ସହରାଞ୍ଚଳ) ୨.୦ (ଏ ଆର ଏଚ )' ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ଓ ନିର୍ଦ୍ଧାରିତ ଡିଜାଇନ୍ ଅନୁଯାୟୀ ଏହି ଆଧୁନିକ ବାସଗୃହ ଗୁଡ଼ିକ ନିର୍ମାଣ କରାଯିବ। "ଭଙ୍ଗାଯିବ ନାହିଁ ପୁରୁଣା ଘର : ମିଳିବ ନୂଆ ଠିକଣା ।" ଏହି ବୈଠକରେ ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପରିବାରମାନେ

eeec4b9d-036c-4155-ab99-88310b944b50

ସେଠାରେ ରହୁଛନ୍ତି, ସେମାନଙ୍କର କୌଣସି ଘର ଭଙ୍ଗାଯିବ ନାହିଁ। ବରଂ ସେହି ସ୍ଥାନ ନିକଟରେ ଥିବା ଖାଲି ସରକାରୀ ଜମିରେ ନୂତନ ପକ୍କାଘର ପ୍ରସ୍ତୁତ କରାଯାଇ ସେମାନଙ୍କୁ ସମ୍ମାନର ସହ ହସ୍ତାନ୍ତର କରାଯିବ। "ପ୍ରତ୍ୟେକ ପରିବାରକୁ ସମ୍ମାନଜନକ ଜୀବନ, ସୁରକ୍ଷିତ ଛାତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଆମର ସଂକଳ୍ପ। ଜନତାଙ୍କ ବିଶ୍ୱାସ ହିଁ ଆମ ବିକାଶର ମୂଳଦୁଆ।" — ଡଃ ସୋନିଆ ଜୈନ, ଅଧ୍ୟକ୍ଷା,

ଏନ ଏ ସି ଖରିଆର ରୋଡ । ଏହି ଆଲୋଚନା ଚକ୍ରରେ ୱାର୍ଡ କାଉନସିଲର ସନ୍ଦୀପ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖରିଆର ରୋଡ କୁ ଏକ ପ୍ରଗତିଶୀଳ ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି।

More news from ଓଡ଼ିଶା and nearby areas
  • ନୂଆପଡା -୨୭/୪- ଜିଲ୍ଲା ର ଅନ୍ୟତମ ବ୍ୟସ୍ତ ବହୁଳ ବ୍ୟବସାୟିକ ନଗର ଖରିଆର ରୋଡ ନଗର ର ବିକାଶ ଓ ବାସହୀନ ଙ୍କୁ ସମ୍ମାନଜନକ ଜୀବନ ଦେବା ଦିଗରେ ନଗର ପାଳିକା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଦିନ ନଗର ପାଳିକା ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ନମ୍ବର ୪ ରେ ବହୁ ବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ସଫେଇ କର୍ମଚାରୀ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ନିର୍ମାଣ ହେବ ଘର। ଆଗାମୀ ଦିନରେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ (ଏ ଆର ଏଚ )' ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ଓ ନିର୍ଦ୍ଧାରିତ ଡିଜାଇନ୍ ଅନୁଯାୟୀ ଏହି ଆଧୁନିକ ବାସଗୃହ ଗୁଡ଼ିକ ନିର୍ମାଣ କରାଯିବ। "ଭଙ୍ଗାଯିବ ନାହିଁ ପୁରୁଣା ଘର : ମିଳିବ ନୂଆ ଠିକଣା ।" ଏହି ବୈଠକରେ ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପରିବାରମାନେ ସେଠାରେ ରହୁଛନ୍ତି, ସେମାନଙ୍କର କୌଣସି ଘର ଭଙ୍ଗାଯିବ ନାହିଁ। ବରଂ ସେହି ସ୍ଥାନ ନିକଟରେ ଥିବା ଖାଲି ସରକାରୀ ଜମିରେ ନୂତନ ପକ୍କାଘର ପ୍ରସ୍ତୁତ କରାଯାଇ ସେମାନଙ୍କୁ ସମ୍ମାନର ସହ ହସ୍ତାନ୍ତର କରାଯିବ। "ପ୍ରତ୍ୟେକ ପରିବାରକୁ ସମ୍ମାନଜନକ ଜୀବନ, ସୁରକ୍ଷିତ ଛାତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଆମର ସଂକଳ୍ପ। ଜନତାଙ୍କ ବିଶ୍ୱାସ ହିଁ ଆମ ବିକାଶର ମୂଳଦୁଆ।" — ଡଃ ସୋନିଆ ଜୈନ, ଅଧ୍ୟକ୍ଷା, ଏନ ଏ ସି ଖରିଆର ରୋଡ । ଏହି ଆଲୋଚନା ଚକ୍ରରେ ୱାର୍ଡ କାଉନସିଲର ସନ୍ଦୀପ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖରିଆର ରୋଡ କୁ ଏକ ପ୍ରଗତିଶୀଳ ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି।
    5
    ନୂଆପଡା -୨୭/୪- ଜିଲ୍ଲା ର ଅନ୍ୟତମ ବ୍ୟସ୍ତ ବହୁଳ ବ୍ୟବସାୟିକ ନଗର ଖରିଆର ରୋଡ ନଗର ର ବିକାଶ ଓ ବାସହୀନ ଙ୍କୁ ସମ୍ମାନଜନକ ଜୀବନ ଦେବା ଦିଗରେ ନଗର ପାଳିକା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଦିନ ନଗର ପାଳିକା ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ନମ୍ବର ୪ ରେ ବହୁ ବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ସଫେଇ କର୍ମଚାରୀ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ନିର୍ମାଣ ହେବ ଘର।
ଆଗାମୀ ଦିନରେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦  (ଏ ଆର ଏଚ )' ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ଓ ନିର୍ଦ୍ଧାରିତ ଡିଜାଇନ୍ ଅନୁଯାୟୀ ଏହି ଆଧୁନିକ ବାସଗୃହ ଗୁଡ଼ିକ ନିର୍ମାଣ କରାଯିବ।
"ଭଙ୍ଗାଯିବ ନାହିଁ ପୁରୁଣା ଘର : ମିଳିବ ନୂଆ ଠିକଣା ।"
ଏହି ବୈଠକରେ ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପରିବାରମାନେ ସେଠାରେ ରହୁଛନ୍ତି, ସେମାନଙ୍କର କୌଣସି ଘର ଭଙ୍ଗାଯିବ ନାହିଁ। ବରଂ ସେହି ସ୍ଥାନ ନିକଟରେ ଥିବା ଖାଲି ସରକାରୀ ଜମିରେ ନୂତନ ପକ୍କାଘର ପ୍ରସ୍ତୁତ କରାଯାଇ ସେମାନଙ୍କୁ ସମ୍ମାନର ସହ ହସ୍ତାନ୍ତର କରାଯିବ।
"ପ୍ରତ୍ୟେକ ପରିବାରକୁ ସମ୍ମାନଜନକ ଜୀବନ, ସୁରକ୍ଷିତ ଛାତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଆମର ସଂକଳ୍ପ। ଜନତାଙ୍କ ବିଶ୍ୱାସ ହିଁ ଆମ ବିକାଶର ମୂଳଦୁଆ।" — ଡଃ ସୋନିଆ ଜୈନ, ଅଧ୍ୟକ୍ଷା, ଏନ ଏ ସି ଖରିଆର ରୋଡ । ଏହି ଆଲୋଚନା ଚକ୍ରରେ ୱାର୍ଡ କାଉନସିଲର  ସନ୍ଦୀପ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ  କମଳାସନ ରଥ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖରିଆର ରୋଡ କୁ ଏକ ପ୍ରଗତିଶୀଳ ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    2 hrs ago
  • ଖଡ଼ିଆଳ ସହରର ବ୍ରାହ୍ମଣପଡ଼ାର ତପନ କୁମାର ହଂସ ଓ ସ୍ତ୍ରୀ ଗୀତାଞ୍ଜଳି ହଂସ ଛତୁ ଚାଷ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ମାନଙ୍କୁ ମଧ୍ୟ ଛତୁ ଚାଷ କରିବାକୁ ଆହ୍ୱାନ କରିଛନ୍ତି।
    1
    ଖଡ଼ିଆଳ ସହରର ବ୍ରାହ୍ମଣପଡ଼ାର ତପନ କୁମାର ହଂସ ଓ ସ୍ତ୍ରୀ ଗୀତାଞ୍ଜଳି ହଂସ ଛତୁ ଚାଷ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ମାନଙ୍କୁ ମଧ୍ୟ ଛତୁ ଚାଷ କରିବାକୁ ଆହ୍ୱାନ କରିଛନ୍ତି।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    1 hr ago
  • ଟିଟିଲାଗଡ଼..... ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...
    4
    ଟିଟିଲାଗଡ଼.....
ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    9 hrs ago
  • କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।
    1
    କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • #♥️🥰♥️♥️🥰♥️♥️♥️🥰♥️
    1
    #♥️🥰♥️♥️🥰♥️♥️♥️🥰♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • Please Subscribe.
    1
    Please Subscribe.
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by Gopal Das Mahananda
    1
    Post by Gopal Das Mahananda
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ନୂଆପଡ଼ା - ୨୭/୪- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସିନାପାଲି ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ସେମାନଙ୍କ ମଧ୍ୟରେ: ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଦ୍ବାରିକା ନାଥ ଶତପଥୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ ଏବଂ ତହସିଲଦାର ଉପାଞ୍ଜଳୀ ମାଝୀ ଏସ୍ ଡି ପି ଓ ଉପେନ୍ଦ୍ର ପ୍ରଧାନ, ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ଏହି ସମଗ୍ର ଶିବିର ପରିଚାଳନାରେ ମୁଖ୍ୟ ସହଯୋଗ କରିଥିଲେ। ଶିବିରରେ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ବ୍ୟକ୍ତିଗତ ଅଭିଯୋଗ ୩୧ଟି ଓ ଗୋଷ୍ଠୀଗତ ଅଭିଯୋଗ ୧୧ଟି ରେଡ୍ କ୍ରସ୍ ପାଣ୍ଠିରୁ କେନ୍ଦୁମୁଣ୍ଡା ଗ୍ରାମର ଖିଲେଶ୍ୱରୀ ମାଝୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ୧୦ ହଜାର ଟଙ୍କା ଏବଂ ହେମନ୍ତୀ ମାଝୀ ଓ ମାଳତୀ ସତନାମୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। କେବଳ ଅଭିଯୋଗ ଶୁଣାଣି ନୁହେଁ, ଏହି ଅବସରରେ କଇଟପଦର ପଞ୍ଚାୟତରେ ଏକାଧିକ ସେବାମୂଳକ ଶିବିର ଆୟୋଜନ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର ।ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରକ୍ତଦାନ ଶିବିର ଆୟୋଜ ହୋଇଥିଲା। ଜନ ସଚେତନତା ସଭା ର ଆୟୋଜନ। ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ପାଇଁ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ। ପ୍ରାଣୀ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଶିବିର ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି।
    5
    ନୂଆପଡ଼ା - ୨୭/୪- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସିନାପାଲି ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ସେମାନଙ୍କ ମଧ୍ୟରେ:
ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଦ୍ବାରିକା ନାଥ ଶତପଥୀ, ସିନାପାଲି ବ୍ଲକ  ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ ଏବଂ ତହସିଲଦାର ଉପାଞ୍ଜଳୀ ମାଝୀ
ଏସ୍ ଡି ପି ଓ ଉପେନ୍ଦ୍ର ପ୍ରଧାନ,
ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ଏହି ସମଗ୍ର ଶିବିର ପରିଚାଳନାରେ ମୁଖ୍ୟ ସହଯୋଗ କରିଥିଲେ।
ଶିବିରରେ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।
ବ୍ୟକ୍ତିଗତ ଅଭିଯୋଗ  ୩୧ଟି
ଓ ଗୋଷ୍ଠୀଗତ ଅଭିଯୋଗ  ୧୧ଟି
ରେଡ୍ କ୍ରସ୍ ପାଣ୍ଠିରୁ କେନ୍ଦୁମୁଣ୍ଡା ଗ୍ରାମର ଖିଲେଶ୍ୱରୀ ମାଝୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ୧୦ ହଜାର ଟଙ୍କା  ଏବଂ ହେମନ୍ତୀ ମାଝୀ ଓ ମାଳତୀ ସତନାମୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
କେବଳ ଅଭିଯୋଗ ଶୁଣାଣି ନୁହେଁ, ଏହି ଅବସରରେ କଇଟପଦର ପଞ୍ଚାୟତରେ ଏକାଧିକ ସେବାମୂଳକ ଶିବିର ଆୟୋଜନ କରାଯାଇଥିଲା।
ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର ।ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରକ୍ତଦାନ ଶିବିର ଆୟୋଜ ହୋଇଥିଲା।
ଜନ ସଚେତନତା ସଭା ର ଆୟୋଜନ। ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ପାଇଁ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ।
ପ୍ରାଣୀ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଶିବିର ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.