Shuru
Apke Nagar Ki App…
ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଖଡ଼ିଆଳର ତପନ କୁମାର ହଂସଙ୍କ ପରିବାର ଖଡ଼ିଆଳ ସହରର ବ୍ରାହ୍ମଣପଡ଼ାର ତପନ କୁମାର ହଂସ ଓ ସ୍ତ୍ରୀ ଗୀତାଞ୍ଜଳି ହଂସ ଛତୁ ଚାଷ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ମାନଙ୍କୁ ମଧ୍ୟ ଛତୁ ଚାଷ କରିବାକୁ ଆହ୍ୱାନ କରିଛନ୍ତି।
HEMANTA KUMAR BEHERA
ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଖଡ଼ିଆଳର ତପନ କୁମାର ହଂସଙ୍କ ପରିବାର ଖଡ଼ିଆଳ ସହରର ବ୍ରାହ୍ମଣପଡ଼ାର ତପନ କୁମାର ହଂସ ଓ ସ୍ତ୍ରୀ ଗୀତାଞ୍ଜଳି ହଂସ ଛତୁ ଚାଷ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ମାନଙ୍କୁ ମଧ୍ୟ ଛତୁ ଚାଷ କରିବାକୁ ଆହ୍ୱାନ କରିଛନ୍ତି।
More news from ଓଡ଼ିଶା and nearby areas
- ଖଡ଼ିଆଳ ସହରର ବ୍ରାହ୍ମଣପଡ଼ାର ତପନ କୁମାର ହଂସ ଓ ସ୍ତ୍ରୀ ଗୀତାଞ୍ଜଳି ହଂସ ଛତୁ ଚାଷ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ମାନଙ୍କୁ ମଧ୍ୟ ଛତୁ ଚାଷ କରିବାକୁ ଆହ୍ୱାନ କରିଛନ୍ତି।1
- ନୂଆପଡା -୨୭/୪- ଜିଲ୍ଲା ର ଅନ୍ୟତମ ବ୍ୟସ୍ତ ବହୁଳ ବ୍ୟବସାୟିକ ନଗର ଖରିଆର ରୋଡ ନଗର ର ବିକାଶ ଓ ବାସହୀନ ଙ୍କୁ ସମ୍ମାନଜନକ ଜୀବନ ଦେବା ଦିଗରେ ନଗର ପାଳିକା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଦିନ ନଗର ପାଳିକା ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ନମ୍ବର ୪ ରେ ବହୁ ବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ସଫେଇ କର୍ମଚାରୀ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ନିର୍ମାଣ ହେବ ଘର। ଆଗାମୀ ଦିନରେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ (ଏ ଆର ଏଚ )' ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ଓ ନିର୍ଦ୍ଧାରିତ ଡିଜାଇନ୍ ଅନୁଯାୟୀ ଏହି ଆଧୁନିକ ବାସଗୃହ ଗୁଡ଼ିକ ନିର୍ମାଣ କରାଯିବ। "ଭଙ୍ଗାଯିବ ନାହିଁ ପୁରୁଣା ଘର : ମିଳିବ ନୂଆ ଠିକଣା ।" ଏହି ବୈଠକରେ ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପରିବାରମାନେ ସେଠାରେ ରହୁଛନ୍ତି, ସେମାନଙ୍କର କୌଣସି ଘର ଭଙ୍ଗାଯିବ ନାହିଁ। ବରଂ ସେହି ସ୍ଥାନ ନିକଟରେ ଥିବା ଖାଲି ସରକାରୀ ଜମିରେ ନୂତନ ପକ୍କାଘର ପ୍ରସ୍ତୁତ କରାଯାଇ ସେମାନଙ୍କୁ ସମ୍ମାନର ସହ ହସ୍ତାନ୍ତର କରାଯିବ। "ପ୍ରତ୍ୟେକ ପରିବାରକୁ ସମ୍ମାନଜନକ ଜୀବନ, ସୁରକ୍ଷିତ ଛାତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଆମର ସଂକଳ୍ପ। ଜନତାଙ୍କ ବିଶ୍ୱାସ ହିଁ ଆମ ବିକାଶର ମୂଳଦୁଆ।" — ଡଃ ସୋନିଆ ଜୈନ, ଅଧ୍ୟକ୍ଷା, ଏନ ଏ ସି ଖରିଆର ରୋଡ । ଏହି ଆଲୋଚନା ଚକ୍ରରେ ୱାର୍ଡ କାଉନସିଲର ସନ୍ଦୀପ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖରିଆର ରୋଡ କୁ ଏକ ପ୍ରଗତିଶୀଳ ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି।5
- ଟିଟିଲାଗଡ଼..... ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...4
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- #♥️🥰♥️♥️🥰♥️♥️♥️🥰♥️1
- ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ1
- Please Subscribe.1
- ଡୁଆଝର ଗ୍ରାମରୁ ରାନିମୁଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନ ମାନର ତିଆରି ହେଉଥିବା ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ1