Shuru
Apke Nagar Ki App…
User4843
More news from ଓଡ଼ିଶା and nearby areas
- Post by Uttam Kumar Mahakud 97773344221
- Post by User48436
- Post by Satyabrata das1
- ଏନଏସି ଅଧିକାରୀ ଙ୍କୁ ଆକ୍ରମଣ ଘଟଣା ୨ ଅଟକ ସୂଚନା1
- ୧୯/୦୨ ମଧ୍ୟପ୍ରଦେଶ ରାଜ୍ୟର ଶିବପୁରୀ ଜିଲ୍ଲା ଠାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୧୯୫୨ ମସିହାରୁ ଭାରତରେ ଚିତାମାନଙ୍କର ଆନୁଷ୍ଠାନିକ ବିଲୁପ୍ତ ହେବା ପରେ ସେମାନଙ୍କୁ ଜଙ୍ଗଲରେ ପୁନଃପ୍ରବର୍ତ୍ତନ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛି "ପ୍ରୋଜେକ୍ଟ ଚିତା"ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇଥିଲା । ଏହି "ପ୍ରୋଜେକ୍ଟ ଚିତା"ଅଧିନରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଗମିନୀ ଗତ ଫେବୃଆରୀ ୧୮ ତାରିଖ ଦିନ ତିନୋଟି ସୁସ୍ଥ ଚିତା ଶାବକକୁ ଜନ୍ମ ଦେଇଛି ।ଯାହାକୁ ମିଶାଇ ଭାରତରେ ଚିତା ସଂଖ୍ୟା ୩୮କୁ ପହଞ୍ଚିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ ୭ ତାରିଖରେ ନାମ୍ବିଆରୁ ଅଣାଯାଇଥିବା ଚିତା ଆଶା ୫ ଟି ସୁସ୍ଥ ଶାବକକୁ ଜନ୍ମ ଦେଇଥିଲା । ୧୯୮୧ ମସିହାରେ ୩୪୪.୬୮୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ସ୍ଥାପିତ ହୋଇଥିବା ଏହି ଅଭୟରଣ୍ୟ ୨୦୧୮ମସିହାରେ ୭୪୮.୭୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ।ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହି ଯାଇଥିବା କୁନୋ ନଦୀର ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ କୁନୋ ଜାତୀୟ ଉଦ୍ୟାନ ହୋଇଛି।1
- Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ1
- Post by Rajib Behera1
- ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା। ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।2