logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର: ପୂର୍ବତନ ଛାତ୍ର ସଂଘ ସୋନପୁର ମହାବିଦ୍ୟାଳୟ ପକ୍ଷରୁ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୁବ ରାଜନେତା ସ୍ବର୍ଗତ ରାଜେଶ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସନ୍ଧ୍ୟାରେ ସ୍ଥାନୀୟ ପ୍ରସିଦ୍ଧ ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ୟାମାଓଁ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଏଥିରେ ଉପସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତଭୂଷଣ ଦାସ ପ୍ରମୁଖ ସଂଘର ବହୁ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ବର୍ଗତ ରାଜେଶଙ୍କ ସ୍ମୃତିଚାରଣ କରିଥିଲେ।

1 day ago
user_Ram Shankar Bhoi
Ram Shankar Bhoi
Journalist ସୋନପୁର, ସୋନପୁର, ଓଡ଼ିଶା•
1 day ago

ସୁବର୍ଣ୍ଣପୁର: ପୂର୍ବତନ ଛାତ୍ର ସଂଘ ସୋନପୁର ମହାବିଦ୍ୟାଳୟ ପକ୍ଷରୁ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୁବ ରାଜନେତା ସ୍ବର୍ଗତ ରାଜେଶ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସନ୍ଧ୍ୟାରେ ସ୍ଥାନୀୟ ପ୍ରସିଦ୍ଧ ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ୟାମାଓଁ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଏଥିରେ ଉପସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତଭୂଷଣ ଦାସ ପ୍ରମୁଖ ସଂଘର ବହୁ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ବର୍ଗତ ରାଜେଶଙ୍କ ସ୍ମୃତିଚାରଣ କରିଥିଲେ।

More news from ଓଡ଼ିଶା and nearby areas
  • ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
    1
    ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
    user_Ranjan Kumar Dash
    Ranjan Kumar Dash
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
    1
    ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश #prayagraj #UttarPradesh #sanatandharma
    1
    प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश
#prayagraj  #UttarPradesh  #sanatandharma
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    15 hrs ago
  • #ଅ ଏଁ ଲପତ୍ର ସୁ ରୁ
    1
    #ଅ ଏଁ ଲପତ୍ର ସୁ ରୁ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
    1
    ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
    user_Jitendra Muduli
    Jitendra Muduli
    Journalist ଜମନକିରା, ସମ୍ବଲପୁର, ଓଡ଼ିଶା•
    4 hrs ago
  • ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।
    1
    ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं। #ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking
    1
    सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं।
#ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking
    user_द संक्षेप
    द संक्षेप
    Media company Bangomunda, Balangir•
    5 hrs ago
  • ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।
    1
    ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।
    user_Nilesh Anirudha Nayak
    Nilesh Anirudha Nayak
    Journalist Debagarh, Deogarh•
    21 hrs ago
  • ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି
    2
    ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି
    user_ମକୁନ୍ଦ ନାଏକ
    ମକୁନ୍ଦ ନାଏକ
    Journalist Kalahandi, Odisha•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.