logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୩ ଧଳାଜହର ବେପାରୀ, ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ। ରାଜଧାନୀରେ ବ୍ରାଉନସୁଗର ଡିଲ୍ କରୁଥିଲେ । ହେଲେ ପୋଲିସର ଚଢ଼ାଉ ପରେ ବିକ୍ରି ଯୋଜନା ବିଫଳ ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ (SCU) ପଞ୍ଝାରେ ୩ ଜଣ ବ୍ରାଉନସୁଗର ବେପାରୀ ଧରାପଡିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବ୍ରାଉନସୁଗର କାରବାରର ରହସ୍ୟ ଉନ୍ମୋଚନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଜି (ଶନିବାର) ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେବ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ୱରର ସମୀର ଖାନ ଓରଫ ମୁନା ଓରଫ ମୋହନ(୪୪), ରାଜପୁର ବସ୍ତିର ସେକ୍ ଇର୍ସାଦ୍ ମହମ୍ମଦ ଓରଫ ସୂର୍ଯ୍ୟ (୨୩), ମୁନାଫ୍ ଖାନ ଓରଫ ମୋନା (୨୨) । ଅଭିଯୁକ୍ତମାନଙ୍କ ଠାରୁ ୩୭୦ ଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୪ଟି ମୋବାଇଲ, ୧୬୫୦ ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ । ଏନେଇ ପୋଲିସ ଏକ ମାମଲା (ନଂ.୩/୨୦୨୬) ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମାମଲା ରହିଛି କି ନାହିଁ, ତାହା ଜାଣିବାକୁ ପୋଲିସ ଅନୁସନ୍ଧାନ ଚଳାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଗିରଫ ୩ ଅଭିଯୁକ୍ତ ବ୍ରାଉନସୁଗର ଧରି ଜଳେଶ୍ବରରୁ ଭୁବନେଶ୍ୱର ଆସିଥିଲେ। କିଛି ନିର୍ଦ୍ଦିଷ୍ଟ ଯୁବକଙ୍କୁ ବ୍ରାଉନସୁଗର ଦେବା ପାଇଁ ଯୋଜନା କରିଥିଲେ। ଏନେଇ ଏସସିୟୁ ଟିମ୍ ସୂଚନା ପାଇ ବେପାରୀମାନଙ୍କୁ ଧରିବାକୁ ପୂର୍ବପ୍ରସ୍ତୁତି କଟିଥିଲା । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ବେଳେ ଦୁରଦର୍ଶନ କେନ୍ଦ୍ର ନିକଟ ଶ୍ୟାମ ରୋଡ୍ ରେ ୩ ଅଭିଯୁକ୍ତ ଅଟକିଥିବା ବେଳେ ପୋଲିସ ଟିମ୍ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା ।

1 hr ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
1 hr ago

ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୩ ଧଳାଜହର ବେପାରୀ, ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ। ରାଜଧାନୀରେ ବ୍ରାଉନସୁଗର ଡିଲ୍ କରୁଥିଲେ । ହେଲେ ପୋଲିସର ଚଢ଼ାଉ ପରେ ବିକ୍ରି ଯୋଜନା ବିଫଳ ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ (SCU) ପଞ୍ଝାରେ ୩ ଜଣ ବ୍ରାଉନସୁଗର ବେପାରୀ ଧରାପଡିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବ୍ରାଉନସୁଗର କାରବାରର ରହସ୍ୟ ଉନ୍ମୋଚନ ହୋଇଛି । ଏନେଇ ସାମ୍ବାଦିକ

e2b5322a-4ed6-483e-a054-7de7bfaa40fe

ସମ୍ମିଳନୀରେ ଆଜି (ଶନିବାର) ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେବ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ୱରର ସମୀର ଖାନ ଓରଫ ମୁନା ଓରଫ ମୋହନ(୪୪), ରାଜପୁର ବସ୍ତିର ସେକ୍ ଇର୍ସାଦ୍ ମହମ୍ମଦ ଓରଫ ସୂର୍ଯ୍ୟ (୨୩), ମୁନାଫ୍ ଖାନ ଓରଫ ମୋନା (୨୨) । ଅଭିଯୁକ୍ତମାନଙ୍କ ଠାରୁ ୩୭୦ ଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୪ଟି ମୋବାଇଲ,

a6383248-59b7-42f8-a5dc-90eba1606f37

୧୬୫୦ ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ । ଏନେଇ ପୋଲିସ ଏକ ମାମଲା (ନଂ.୩/୨୦୨୬) ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମାମଲା ରହିଛି କି ନାହିଁ, ତାହା ଜାଣିବାକୁ ପୋଲିସ ଅନୁସନ୍ଧାନ ଚଳାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଗିରଫ

46136208-7bbf-4f69-940d-929603f682e2

୩ ଅଭିଯୁକ୍ତ ବ୍ରାଉନସୁଗର ଧରି ଜଳେଶ୍ବରରୁ ଭୁବନେଶ୍ୱର ଆସିଥିଲେ। କିଛି ନିର୍ଦ୍ଦିଷ୍ଟ ଯୁବକଙ୍କୁ ବ୍ରାଉନସୁଗର ଦେବା ପାଇଁ ଯୋଜନା କରିଥିଲେ। ଏନେଇ ଏସସିୟୁ ଟିମ୍ ସୂଚନା ପାଇ ବେପାରୀମାନଙ୍କୁ ଧରିବାକୁ ପୂର୍ବପ୍ରସ୍ତୁତି କଟିଥିଲା । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ବେଳେ ଦୁରଦର୍ଶନ କେନ୍ଦ୍ର ନିକଟ ଶ୍ୟାମ ରୋଡ୍ ରେ ୩ ଅଭିଯୁକ୍ତ ଅଟକିଥିବା ବେଳେ ପୋଲିସ ଟିମ୍ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା ।

More news from ଓଡ଼ିଶା and nearby areas
  • କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    2
    କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    23 hrs ago
  • ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ସମାଜ ସମ୍ବାଦ ପତ୍ରର ସାମ୍ବାଦିକ ଶାନ୍ତନୁ ଭୁକ୍ତାଙ୍କ ଉପରେ ଘଟିଥିବା ନିର୍ମମ ଆକ୍ରମଣ ଘଟଣାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକମାନେ ଗଭୀର ଚିନ୍ତା ଓ ନିନ୍ଦା ପ୍ରକାଶ କରିଛନ୍ତି। ଏହି ଘଟଣା କେବଳ ଜଣେ ସାମ୍ବାଦିକଙ୍କୁ ନୁହେଁ, ସତ୍ୟ ଓ ନିଷ୍ପକ୍ଷ ସାମ୍ବାଦିକତାକୁ ଭୟଭୀତ କରିବାର ଚେଷ୍ଟା।ଏହି ପରିପ୍ରେକ୍ଷିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା— 🔹 ଆକ୍ରମଣରେ ଜଡିତ ଦୁର୍ବୃତ୍ତମାନଙ୍କୁ ତତ୍କ୍ଷଣାତ୍ ଗିରଫ କରାଯାଉ 🔹 ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଉ 🔹 ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ସାମ୍ବାଦିକମାନେ ସମାଜର ଆଇନା। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ। ଦୋଷୀମାନଙ୍କୁ କଡା ଶାସ୍ତି ଦେଇ ନ୍ୟାୟ ସୁନିଶ୍ଚିତ କରାଯାଉ। ✊ ସତ୍ୟର ପକ୍ଷରେ ଆମ ଆବାଜ ଜାରି ରହିବ।
    1
    ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ସମାଜ ସମ୍ବାଦ ପତ୍ରର ସାମ୍ବାଦିକ ଶାନ୍ତନୁ ଭୁକ୍ତାଙ୍କ ଉପରେ ଘଟିଥିବା ନିର୍ମମ ଆକ୍ରମଣ ଘଟଣାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକମାନେ  ଗଭୀର ଚିନ୍ତା ଓ ନିନ୍ଦା ପ୍ରକାଶ କରିଛନ୍ତି। ଏହି ଘଟଣା କେବଳ ଜଣେ ସାମ୍ବାଦିକଙ୍କୁ ନୁହେଁ, ସତ୍ୟ ଓ ନିଷ୍ପକ୍ଷ ସାମ୍ବାଦିକତାକୁ ଭୟଭୀତ କରିବାର ଚେଷ୍ଟା।ଏହି ପରିପ୍ରେକ୍ଷିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା—
🔹 ଆକ୍ରମଣରେ ଜଡିତ ଦୁର୍ବୃତ୍ତମାନଙ୍କୁ ତତ୍କ୍ଷଣାତ୍ ଗିରଫ କରାଯାଉ
🔹 ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଉ
🔹 ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ
ସାମ୍ବାଦିକମାନେ ସମାଜର ଆଇନା। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ। ଦୋଷୀମାନଙ୍କୁ କଡା ଶାସ୍ତି ଦେଇ ନ୍ୟାୟ ସୁନିଶ୍ଚିତ କରାଯାଉ।
✊ ସତ୍ୟର ପକ୍ଷରେ ଆମ ଆବାଜ ଜାରି ରହିବ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • କଟକ ଜିଲ୍ଲା କୁଶପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।
    1
    କଟକ ଜିଲ୍ଲା କୁଶପଡ଼ା  ବିଦ୍ୟାଳୟର ବାର୍ଷିକ ଉତ୍ସବ 
କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ  ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ  ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା  ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ  ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ  ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ  ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    9 hrs ago
  • ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    1
    ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    14 hrs ago
  • India.
    1
    India.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    1
    କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 hrs ago
  • କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।ମୋ ଭାଇ କୁ ନ୍ୟାୟ ମିଳିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନ କୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇ କୁ ଡାକି ଗୁଳି କରିଛନ୍ତି। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    1
    କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।ମୋ ଭାଇ କୁ ନ୍ୟାୟ ମିଳିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନ କୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇ କୁ ଡାକି ଗୁଳି କରିଛନ୍ତି। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    23 hrs ago
  • ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ତାଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ତଥା ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍, ବିଭୁ ପ୍ରସାଦ ଦେହୁରୀ, ଅଭିନ୍ନ ବେହେରା, ଆଇନ୍ଜୀବୀ ଉତମ କୁମାର ଦାସ ଓ ବହୁ ଦଳୀୟ କର୍ମୀମାନେ ଆଜି ଲୋଚାପଲିଗ୍ରାମ ପହଞ୍ଚି ଥିଲେ । ଏହି ଅବସରରେ ସାଂସଦ ଗ୍ରାମର ବହୁ ବ୍ୟକ୍ତିବିଶେଷଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଗ୍ରାମ ଛକରେ ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ପଧାନ ଛୋଟିଆ ସାଇକେଲ୍ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ପ୍ରଧାନମନ୍ତ୍ରୀ ଆବସ ପାଇଁ ସାଂସଦଙ୍କ ପାଖରେ ଗୁହାରୀ କରିଥିଲେ । ନାରାୟଣ ପଧାନ ୮୦% ଭିନ୍ନକ୍ଷମ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିଭଳି ତୁରନ୍ତ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।
    1
    ଢେଙ୍କାନାଳ   ସାଂସଦ ରୁଦ୍ରନାରାୟଣ ପାଣି ଏବଂ ତାଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ତଥା ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍, ବିଭୁ ପ୍ରସାଦ ଦେହୁରୀ, ଅଭିନ୍ନ ବେହେରା, ଆଇନ୍ଜୀବୀ ଉତମ କୁମାର ଦାସ ଓ ବହୁ ଦଳୀୟ କର୍ମୀମାନେ ଆଜି ଲୋଚାପଲିଗ୍ରାମ ପହଞ୍ଚି ଥିଲେ । ଏହି ଅବସରରେ ସାଂସଦ ଗ୍ରାମର ବହୁ ବ୍ୟକ୍ତିବିଶେଷଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଗ୍ରାମ ଛକରେ ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ପଧାନ ଛୋଟିଆ ସାଇକେଲ୍ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ପ୍ରଧାନମନ୍ତ୍ରୀ ଆବସ ପାଇଁ ସାଂସଦଙ୍କ ପାଖରେ ଗୁହାରୀ କରିଥିଲେ । ନାରାୟଣ ପଧାନ ୮୦% ଭିନ୍ନକ୍ଷମ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିଭଳି ତୁରନ୍ତ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.