Shuru
Apke Nagar Ki App…
ବନ୍ତ ବ୍ଲକ ସ୍ଥିତ ବାବା ଧବଳେଶ୍ଵର ମହିଳା ମହାସଂଘ ଆନୁକୁଲ୍ୟରେ ପାଳନ ହେଲା ଆନ୍ତର୍ଜାତୀୟ ମହିଳା ଦିବସ। ବନ୍ତ ବ୍ଲକ ସ୍ଥିତ ବାବା ଧବଳେଶ୍ଵର ମହିଳା ମହାସଂଘ ଆନୁକୁଲ୍ୟରେ ପାଳନ ହେଲା ଆନ୍ତର୍ଜାତୀୟ ମହିଳା ଦିବସ। ଯୋଗଦେଲେ ବରିଷ୍ଟ ଆଇନଜୀବୀ।
ବନ୍ତ ଖବର
ବନ୍ତ ବ୍ଲକ ସ୍ଥିତ ବାବା ଧବଳେଶ୍ଵର ମହିଳା ମହାସଂଘ ଆନୁକୁଲ୍ୟରେ ପାଳନ ହେଲା ଆନ୍ତର୍ଜାତୀୟ ମହିଳା ଦିବସ। ବନ୍ତ ବ୍ଲକ ସ୍ଥିତ ବାବା ଧବଳେଶ୍ଵର ମହିଳା ମହାସଂଘ ଆନୁକୁଲ୍ୟରେ ପାଳନ ହେଲା ଆନ୍ତର୍ଜାତୀୟ ମହିଳା ଦିବସ। ଯୋଗଦେଲେ ବରିଷ୍ଟ ଆଇନଜୀବୀ।
More news from ଓଡ଼ିଶା and nearby areas
- ବନ୍ତ ବ୍ଲକ୍ ଚାରିଗାଁର ସୁଯୋଗ୍ୟା କନ୍ୟା ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ନମିତା ବେହେରା ନିଜର ଅସାଧାରଣ କଳା ନୈପୁଣ୍ୟ ପାଇଁ ପ୍ରତିଷ୍ଠିତ ‘ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ୍’ ରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନମିତାଙ୍କ ଏହି ସଫଳତା ତାଙ୍କ ପରିବାର, ଗ୍ରାମ ତଥା ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳାଇ ଦେଇଛି। ।1
- ଭଦ୍ରକ : ଭଦ୍ରକର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ସେବା ଯୋଗାଣ କାରି ସଂସ୍ଥା, ମାକ୍ରୋୱେବ ଟେକ୍ନୋଲୋଜିରେ ଆନ୍ତର୍ଜାତିକ ମହିଳା ଦିବସ ଧୁମଧାମରେ ପାଳିତ ହୋଇଅଛି | ଏହି ଅବସରରେ ଦୁଇଜଣ ସଫଳ ମହିଳା ମଧରୁ ଭଦ୍ରକ ପରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲବଜି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ବନାନୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା | ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ, ପରିଚାଳନା ନିର୍ଦ୍ଧଶକ ମନୋଜ କୁମାର ରାୟ ଓ ସୋଲାର ପ୍ରକଳ୍ପ ର ମୁଖ୍ୟ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ପୁହାଣ ସଭାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ମହିଳା କର୍ମଚାରୀଙ୍କୁ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଉପରେ ବକ୍ତୃତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଶେଷରେ ଅନୁଷ୍ଠାନର ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକ ଶ୍ରୀମତୀ ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥଲେ |1
- Post by Susanta Das Das1
- Tulati khaira pakhare rathi adha ree mati chori trip trip mati saha maharm lutuchari kenal karmchari1
- କୋଉଠିକାର ଦୃଶ୍ୟ ଏଯାବତ ଜଣାପଡିନଥିଲାବେଳେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି କିପରି ଭାବରେ ଆଖିପିଛୁଳାକେ ଝାମ୍ପିନେଉଛନ୍ତି ସୁନା1
- Post by ଯାଜପୁର ଖବର ପ୍ରସାରିତ1
- ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ କଳିଙ୍ଗନଗର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ ପିଟିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।4
- ବନ୍ତ ବ୍ଲକ ସ୍ଥିତ ବାବା ଧବଳେଶ୍ଵର ମହିଳା ମହାସଂଘ ଆନୁକୁଲ୍ୟରେ ପାଳନ ହେଲା ଆନ୍ତର୍ଜାତୀୟ ମହିଳା ଦିବସ। ଯୋଗଦେଲେ ବରିଷ୍ଟ ଆଇନଜୀବୀ।1