logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜବର ଦଖଲକୁ ନେଇ ଅଭିଯୋଗ ଶୁଣାଣି ଶିବିରରେ ସିଉନି ଗ୍ରାମବାସୀଙ୍କ ଅଭିଯୋଗ, ଜବର ଦଖଲ ଉଛେଦ କରାଯାଉ #grievancecollector #abhijogsunanishibir #khabaraamarnews #collectorgrievance

1 day ago
user_ଦୁଷ୍ମନ୍ତ କୁମାର ଗହିର
ଦୁଷ୍ମନ୍ତ କୁମାର ଗହିର
Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
1 day ago

ଜବର ଦଖଲକୁ ନେଇ ଅଭିଯୋଗ ଶୁଣାଣି ଶିବିରରେ ସିଉନି ଗ୍ରାମବାସୀଙ୍କ ଅଭିଯୋଗ, ଜବର ଦଖଲ ଉଛେଦ କରାଯାଉ #grievancecollector #abhijogsunanishibir #khabaraamarnews #collectorgrievance

More news from ଓଡ଼ିଶା and nearby areas
  • ମଦ ବନ୍ଦ ପାଇଁ କୋଟପାଡ଼ ଥାନା ଘେରିଲେ 3000 ହଜାରରୁ ଉର୍ଦ୍ଧ ମହିଳା l #Kotpad #boriguma #batasana #girla #womanprotest #iquide #nonfollowers #odisha #OdishaNews #sanparia #koraput #fbviralvideo #viralvideo
    1
    ମଦ ବନ୍ଦ ପାଇଁ କୋଟପାଡ଼ ଥାନା ଘେରିଲେ 3000 ହଜାରରୁ ଉର୍ଦ୍ଧ ମହିଳା l #Kotpad #boriguma #batasana #girla #womanprotest #iquide #nonfollowers #odisha #OdishaNews #sanparia #koraput #fbviralvideo #viralvideo
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 day ago
  • ବାଦ୍ୟ ଓ ନୃତ୍ୟର ତାଳେତାଳେ ମାଥାଲପୁଟରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ
    1
    ବାଦ୍ୟ ଓ ନୃତ୍ୟର ତାଳେତାଳେ ମାଥାଲପୁଟରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    18 hrs ago
  • ବତିଆରୁ କେମିତି ସମସ୍ତେ ବଳରେ ଥିବା ସେଥିପାଇଁ ପରମେଶରଙ୍କୁ ପ୍ରତାନା କରିବା ବୁରୁଡ଼ି ଗ୍ରାମ କଦମା ଗୁଡ଼ାରୀ ରାୟଗଡ଼ା
    1
    ବତିଆରୁ କେମିତି ସମସ୍ତେ ବଳରେ  ଥିବା ସେଥିପାଇଁ ପରମେଶରଙ୍କୁ ପ୍ରତାନା କରିବା
ବୁରୁଡ଼ି ଗ୍ରାମ କଦମା ଗୁଡ଼ାରୀ ରାୟଗଡ଼ା
    user_Mangasa Majhi
    Mangasa Majhi
    ଗୁଡାରି, ରାୟଗଡା, ଓଡ଼ିଶା•
    2 hrs ago
  • ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। AVO: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ। ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ।
    3
    ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ
ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି।
AVO:
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି।
କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି।
ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ। 

    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    27 min ago
  • ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।
    1
    ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।
    user_Parthaba Bhue
    Parthaba Bhue
    Court reporter Khaprakhol, Balangir•
    1 hr ago
  • *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....* *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*
    1
    *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*
*👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।
    1
    ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ
ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    18 hrs ago
  • *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ*
    1
    *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ   ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର  ଶୁଭମୟ ଓ ମଙ୍ଗମୟ ହେଉ*
*ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ   ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର  ଶୁଭମୟ ଓ ମଙ୍ଗମୟ ହେଉ*
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    10 hrs ago
  • chakiri nare 18lakhya tanka thakami ra sikar hoechhati
    1
    chakiri nare 18lakhya tanka thakami ra sikar hoechhati
    user_Mtutunjaya sethi
    Mtutunjaya sethi
    Grain Distributor କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.