Shuru
Apke Nagar Ki App…
ଢେଙ୍କାନାଳ ଟାଉନ ପୋଲିସ କୁ ସଫଳତା ସଦର ଥାନା ଅଞ୍ଚଳରୁ ଜଣକୁ ଭୁବନ ଅଞ୍ଚଳ ର ଦୁଇ ଜଣ ଗାଡି ଚୋରକୁ ଧରିବା ସହ ୧୫ଟି ଦୁଇ ଚକିଆ ଗାଡିକୁ ଉଧାର କରିଛି ଏବଂ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରିଥିବା ଜଣାଯାଇଛି
Dipak Kumar Nayak
ଢେଙ୍କାନାଳ ଟାଉନ ପୋଲିସ କୁ ସଫଳତା ସଦର ଥାନା ଅଞ୍ଚଳରୁ ଜଣକୁ ଭୁବନ ଅଞ୍ଚଳ ର ଦୁଇ ଜଣ ଗାଡି ଚୋରକୁ ଧରିବା ସହ ୧୫ଟି ଦୁଇ ଚକିଆ ଗାଡିକୁ ଉଧାର କରିଛି ଏବଂ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରିଥିବା ଜଣାଯାଇଛି
More news from Odisha and nearby areas
- Post by Dipak Kumar Nayak3
- ଏ ବର୍ଷ ଯାତ୍ରା ଯାଜ୍ଞସେନୀ ଘାଣ୍ଟିବ | ସବୁ ବର୍ଗର ଲୋକେ ଦେଖିବେ ନାଟକ | କାହାଣୀରେ ହଜିଯିବେ ଦର୍ଶକ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ସର୍ବ ଭାରତୀୟ ସ୍ତରରେ ଗୋମାତାଙ୍କୁ ସେବା ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ଅଧିକାରୀ ଅଜୟ ପାଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅଜୟ ପାଲ ଅସାମାଜିକ ତତ୍ତ୍ୱଙ୍କୁ ଚେତାବନୀ ଦେଇଛନ୍ତି । ଏମିତି କି ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ତୁମ ଲୋକ କେହି ଡରାନ୍ତି କିମ୍ବା ଧମକାନ୍ତି ତେବେ ଭଲ ଭାବେ ଖବର ନେବୁ ।1
- ଢେଙ୍କାନାଳ ଜିଲ୍ଲାପରିଷଦ ହଲ ଠାରେ ଆଜି ଷଷ୍ଠ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ. ଯୋଗଦେଲେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷା ସୀମାରାଣୀ ନାୟକ ଙ୍କ ସହ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସାଂସଦ ରୁଦ୍ରନାରାୟଣ ପାଣି. କମାଖ୍ୟାନଗର ଓ ପରଜଙ୍ଗ ବିଧାୟକ ଙ୍କ ସହ ବହୁ ବରିଷ୍ଠ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ. ଜିଲ୍ଲାରେ ବିଭିନ୍ନ ଉର୍ନୟନ କାର୍ଯ୍ୟକ୍ରମ କରିବାକୁ ନେଲେ ନିଷ୍ପତି.1
- ଜିଲ୍ଲା ପୁରୀ ବ୍ଳକ / ତହସିଲ ଡେଲାଙ୍ଗ ପଥର ଡିହ ଜଗବନ୍ଧୁ ଦାସ ଟ୍ରକ୍ ଡ୍ରାଇଭର କ୍ୟାନସରରେ ମୃତ ଦଶାହ କର୍ମ ପାଇଁ ପିଲାର ପାଠ ପଢ଼ା ପାଇଁ ସହାୟତା ପାଇଁ ନିବେଦନ ସ୍ତ୍ରୀ ରୀନା ରାଣୀ ଦାସ ଫୋନ୍ ଓ ଫୋନ୍ ପେ 78150694391
- Post by Dhenkanal News1
- Post by Dipak Kumar Nayak4
- ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1