Shuru
Apke Nagar Ki App…
ଗଣ୍ଡାଖିଆ ରାସ୍ତା କେନ୍ଦ୍ରାପଡ଼ା ବ୍ଲକ ନିକଟସ୍ଥ କିଛି ଦୂରତାରେ ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝଇ ହାଇୱା
Sarbeswar malik
ଗଣ୍ଡାଖିଆ ରାସ୍ତା କେନ୍ଦ୍ରାପଡ଼ା ବ୍ଲକ ନିକଟସ୍ଥ କିଛି ଦୂରତାରେ ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝଇ ହାଇୱା
More news from ଓଡ଼ିଶା and nearby areas
- ଗଣ୍ଡାଖିଆ ରାସ୍ତା କେନ୍ଦ୍ରାପଡ଼ା ବ୍ଲକ ନିକଟସ୍ଥ କିଛି ଦୂରତାରେ ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝଇ ହାଇୱା1
- କଟକ ଜିଲ୍ଲା କୁଶପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।1
- ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବା ପାଇଁ ୨୦୨୬ -୨୭ ଆର୍ଥିକ ବର୍ଷର ବଜେଟ୍ରେ ଘୋଷଣା କରି ଜଗତସିଂହପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ସଭାପତି ସୁବ୍ରତ ପ୍ରଧାନ....1
- ଆମେ ଫିଲ୍ମ କଲା ବେଳେ ଜାଣିଥିଲୁ ଦର୍ଶକ ଆଦୃତ୍ତି ମିଳିବ ହେଲେ ସୁପର ହିଟ ହେବ ବୋଲି ଜାଣିନଥିଲୁ ଆସନ୍ତୁ ଫିଲ୍ମ ହଲ ରେ ଫିଲ୍ମ ଦେଖନ୍ତୁ1
- କଟକ ଖାନନଗର କାଳୀ ମନ୍ଦିର ନିକଟରେ ଦେଖୁ ଦେଖୁ ଜଳିଗଲା ବୁଲେଟ୍। ଲିଭାଉ ଲିଭାଉ ଜଳି ଉଠିଲା ବୁଲେଟ୍। କିଏ କିଛି ଭାବିବା ଆଗରୁ ଝୋର୍ ସେ ଜଳି ଉଠିଲା ବୁଲେଟ୍।1
- ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଭୁକ୍ତା ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ସାମ୍ବାଦିକ ସଂଘ(SUJ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏସପି ଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର1
- ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ। ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।1
- ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା1