logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରିପଦା ସହରର ଅମ୍ବିକା ମନ୍ଦିର ନିକଟରେ ଆମ ଖୋଟି ପିଲା ଗଣେଶ ପୂଜା କମିଟି ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ବାରିପଦା ସହରର ଅମ୍ବିକା ମନ୍ଦିର ନିକଟରେ ଆମ ଖୋଟି ପିଲା ଗଣେଶ ପୂଜା କମିଟି ପକ୍ଷରୁ ଆଜି ଅର୍ଥାତ୍ ବୁଧବାର ସଂଧ୍ୟା ରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ସବୁଜ ସୁନ୍ଦର ବାରିପଦା ଆବାହକ ତଥା ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି ଯୋଗ ଦେଇ କମିଟି ଉତ୍ତୋରତର କାମନା କରିବା ସହିତ କମିଟିର ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଥିବା ନେଇ ସୂଚନା ମିଳିଛି।

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago
6847bd11-c874-47d5-8622-e76713d34107
965c0866-d46f-4ba1-ab3e-baac3ebdb39e
6db92e4d-1bb9-4ecc-9488-f5a887b78727
cdad5976-0396-493d-9416-25611b43bf1e

ବାରିପଦା ସହରର ଅମ୍ବିକା ମନ୍ଦିର ନିକଟରେ ଆମ ଖୋଟି ପିଲା ଗଣେଶ ପୂଜା କମିଟି ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ବାରିପଦା ସହରର ଅମ୍ବିକା ମନ୍ଦିର ନିକଟରେ ଆମ ଖୋଟି ପିଲା ଗଣେଶ ପୂଜା କମିଟି ପକ୍ଷରୁ ଆଜି ଅର୍ଥାତ୍ ବୁଧବାର ସଂଧ୍ୟା ରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ସବୁଜ ସୁନ୍ଦର ବାରିପଦା ଆବାହକ ତଥା ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି ଯୋଗ ଦେଇ କମିଟି ଉତ୍ତୋରତର କାମନା କରିବା ସହିତ କମିଟିର ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଥିବା ନେଇ ସୂଚନା ମିଳିଛି।

More news from ଓଡ଼ିଶା and nearby areas
  • ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026 ରେ କିଛି ଭକ୍ତଙ୍କ ସହ ଆଲୋଚନା
    3
    ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026  ରେ କିଛି ଭକ୍ତଙ୍କ ସହ ଆଲୋଚନା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • ବିକଶିତ ଭାରତ ର ସ୍ପଷ୍ଟଚିତ୍ର ।ଯଦି ସଜାଗ ନ ହେବ ତ କନ୍ଥା ଘୋଡ଼ି ଶୋଇ ଯାଅ । ଜୟ ଶ୍ରରାମ। ୟେ ହେଲା ଆମ ବିକଶିତ ଭାରତ । ଆମର ଜିଡିପି 7.2%ହେଇଚି ବୋଲି ଘୋଷଣା ହଉଛି । ତେବେ ଆହୁରି ତୃମୂଳସ୍ତରରେ ଦେଖିଲେ ତାହା ବର୍ଣ୍ଣନା କରି ହେବ ନାହିଁ । ତେଲ ଗ୍ୟାସ ଶିକ୍ଷା ସ୍ୱାସ୍ଥୟସେବା ସଡ଼କ ଇତ୍ୟାଦି କଥା ନ କହିଲେ ଭଲ । ଭାଇମାନେ ୟେ କୌଣସି ପ୍ରଚାର ନୁହେଁ ।ସଚେତନ ହେବା ପାଇଁ। ନୋହିଲେ ଭତ୍ତା ଚାଉଳ ନିଅ, ଆଉ ଜୟ ଶ୍ରୀ ରାମ ନାରା ଦେଇ କନ୍ଥା ଘୋଡ଼ି ଶୋଇ ପଡ ।
    1
    ବିକଶିତ ଭାରତ ର ସ୍ପଷ୍ଟଚିତ୍ର ।ଯଦି ସଜାଗ ନ ହେବ ତ କନ୍ଥା ଘୋଡ଼ି ଶୋଇ ଯାଅ । ଜୟ ଶ୍ରରାମ।
ୟେ ହେଲା ଆମ ବିକଶିତ ଭାରତ । ଆମର ଜିଡିପି 7.2%ହେଇଚି ବୋଲି ଘୋଷଣା ହଉଛି । ତେବେ ଆହୁରି ତୃମୂଳସ୍ତରରେ ଦେଖିଲେ ତାହା ବର୍ଣ୍ଣନା କରି ହେବ ନାହିଁ । ତେଲ ଗ୍ୟାସ ଶିକ୍ଷା ସ୍ୱାସ୍ଥୟସେବା ସଡ଼କ ଇତ୍ୟାଦି କଥା ନ କହିଲେ ଭଲ । ଭାଇମାନେ ୟେ କୌଣସି ପ୍ରଚାର ନୁହେଁ ।ସଚେତନ ହେବା ପାଇଁ।
ନୋହିଲେ ଭତ୍ତା ଚାଉଳ ନିଅ, ଆଉ ଜୟ ଶ୍ରୀ ରାମ ନାରା ଦେଇ କନ୍ଥା ଘୋଡ଼ି ଶୋଇ ପଡ ।
    user_Kaizan mohanta
    Kaizan mohanta
    Muruda, Mayurbhanj•
    11 hrs ago
  • କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
    1
    କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter
 କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡିଶା ଗ୍ରାମ୍ଯ ବ୍ଯାଙ୍କ ଶାଖା ରୁ ଲୁଟ ହେଇଥିବା ଡକାୟତ ଙ୍କୁ ଧରିଲା ପୋଲିସ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡିଶା ଗ୍ରାମ୍ଯ ବ୍ଯାଙ୍କ ଶାଖା ରୁ ଲୁଟ ହେଇଥିବା ଡକାୟତ ଙ୍କୁ ଧରିଲା ପୋଲିସ
    1
    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡିଶା ଗ୍ରାମ୍ଯ ବ୍ଯାଙ୍କ ଶାଖା ରୁ ଲୁଟ ହେଇଥିବା ଡକାୟତ ଙ୍କୁ ଧରିଲା ପୋଲିସ 
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡିଶା ଗ୍ରାମ୍ଯ ବ୍ଯାଙ୍କ ଶାଖା ରୁ ଲୁଟ ହେଇଥିବା ଡକାୟତ ଙ୍କୁ ଧରିଲା ପୋଲିସ
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ନବାହ୍ନ ଖାଇ ନୂଆଖାଇ ପାଳନ କଲେ ଅଲେଖ ମହିମା ମଠ ସନ୍ୟାସୀ।
    1
    ନବାହ୍ନ ଖାଇ ନୂଆଖାଇ ପାଳନ କଲେ ଅଲେଖ ମହିମା ମଠ ସନ୍ୟାସୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ
    1
    ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ 
ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    17 hrs ago
  • ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।
    1
    ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter
ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    4
    ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ
ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.